“ଭାରତୀୟ ନାରୀ ବିଶ୍ୱରେ ସବୁଠାରୁ ଅସୁରକ୍ଷିତ” : ‘ଥମସନ ରଏଟର୍ସ ଫାଉଣ୍ଡେସନ’ର ସର୍ଭେ ରିପୋର୍ଟ
ନୂଆଦିଲ୍ଲୀ: ମହିଳାଙ୍କ ଲାଗି ବର୍ତ୍ତମାନ ବିଶ୍ୱର ସବୁଠାରୁ ବିପଜ୍ଜନକ ଦେଶ ହେଉଛି ଭାରତ ବୋଲି ତାଙ୍କର ସର୍ଭେ ରିପୋର୍ଟରେ ଦର୍ଶାଇଛନ୍ତି ଆମେରିକା ଓ ଇଂଲଣ୍ଡରେ ଅବସ୍ଥାପିତ ପ୍ରଖ୍ୟାତ ସର୍ଭେ ସଂସ୍ଥା ‘ଥମସନ ରଏଟର୍ସ ଫାଉଣ୍ଡେସନ’ ।
ଭାରତରେ ନାରୀ ତଥା ଶିଶୁକନ୍ୟାଙ୍କ ଉପରେ ଅହେତୁକ…