କାର୍ ଉପରେ ଓଲଟିଗଲା ପିଆଜ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ କାର୍ ମାଲିକ
ବାରିପଦା: ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାଙ୍ଗିରୀପୋଷି ଘାଟିରେ ଏକ କାର୍ ଉପରେ ଏକ ପିଆଜ ବୋଝେଇ ଟ୍ରକ୍ ଓଲଟି ପଡ଼ିଛି । ଏହା ଫଳରେ ଏବେ ସୁଦ୍ଧା ପିଆଜ ବୋଝେଇ ଟ୍ରକ୍ ଚକା ତଳେ ଚାପି ହୋଇ ରହିଛି କାରଟି । ଅବଶ୍ୟ କାର୍ ମାଲିକ ଜଣକ ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ଏସମ୍ପର୍କରେ…