Latest Odisha News

BREAKING NEWS

ନୂଆପଡା: ଗାଁରେ ପଶିଲେ ହାତୀପଲ, ଅଘଟଣ ଆଶଙ୍କାରେ ବିଦ୍ୟୁତ କାଟ୍

ନୂଆପଡା : ନୂଆପଡା ଜିଲ୍ଲା କୋମଣା ତହସିଲ ଅନ୍ତର୍ଗତ ପାଣ୍ଡରବନ ଗ୍ରାମ ମଧ୍ୟକୁ ମଙ୍ଗଳବାର ଦିନ କିଛି ହାତୀପଲ ପ୍ରବେଶ କରିଛନ୍ତି । ଫଳରେ ଗ୍ରାମାଞ୍ଚଳରେ ବିଦ୍ୟୁତ୍ କାଟ୍ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଏହି ହାତୀପଲ ଗ୍ରାମ ମଧ୍ୟକୁ ପ୍ରବେଶ କରିବା ପରେ ସେମାନଙ୍କୁ ସୁରକ୍ଷାକୁ…

ଭୁବନେଶ୍ୱର: ଜବତ ହେଲା ୨୦ ବସ୍ତା ବେଆଇନ ମୁଦ୍ରା

ଭୁବନେଶ୍ୱର: ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡ ଓ ବାଣୀ ବିହାର ଅଞ୍ଚଳରୁ ଆୟକର ବିଭାଗ ମଙ୍ଗଳବାର ଦିନ ୨୦ ବସ୍ତା ମୁଦ୍ରା ଜବତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି ମୁଦ୍ରା ଭର୍ତ୍ତି ବସ୍ତାଗୁଡ଼ିକ ବେଆଇନ୍ ଭାବେ ଦୁଇଟି ବସରେ କୋଲାକାତାରୁ ଭୁବନେଶ୍ୱରକୁ ଚାଲାଣ କରାଯାଉଥିବା ନେଇ…

‘ଭର୍ଜିନ ବ୍ରାଇଡ’-ହ୍ୱାଏ ନଟ୍: ପ୍ରଫେସରଙ୍କ ଫେସବୁକରେ ପୁଣି ବିବାଦୀୟ ପୋଷ୍ଟ

କୋଲକାତା : ମହିଳାଙ୍କ କୁମାରିତ୍ୱକୁ ନେଇ ଅରୁଚିକର ତଥା ଅଶାଳୀନ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିବା ଯାଦବପୁର ବିଶ୍ୱବିଦ୍ୟାଳୟର ପ୍ରଫେସର୍ କନକ ସରକାର ତାଙ୍କ ଫେସବୁକ୍ ପୋଷ୍ଟକୁ ନେଇ ପୁଣିଥରେ ବିବାଦରେ ଛନ୍ଦି ହୋଇଛନ୍ତି । ଆଦ୍ରିଜା ଚାଟାର୍ଜି ନାମ୍ନୀ ଜନୈକ ସାମ୍ବାଦିକା ସେୟାର…

ବିରାଟଙ୍କ ଶତକ ଓ ଧୋନୀଙ୍କ ଧୁଆଁଧାର ବ୍ୟାଟିଂରେ ଭାରତର ଚମତ୍କାର ବିଜୟ

ଆଡ଼ିଲେଡ଼: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଡ଼ିଲେଡ଼ଠାରେ ଅନୁଷ୍ଠିତ ହୋଇଥିବା ୨ୟ ଏକଦିବସୀୟ ଆନ୍ତର୍ଜାତୀକ ଦିବାରାତ୍ର ମ୍ୟାଚରେ ଭାରତ ଉନ୍ନତ ବ୍ୟାଟିଂ ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୯୮/୯ ସ୍କୋର କରିଥିବା ବେଳେ ଭାରତ ୪ଟି…

ଫେବୃଆରୀ ୪ରୁ ଓଡିଶା ବିଧାନସଭା ଅଧିବେଶନ ଆରମ୍ଭ

ଭୁବନେଶ୍ୱର : ଓଡିଶା ବିଧାନସଭା ଅଧିବେଶନ ଆସନ୍ତା ଫେବୃଆରୀ ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏନେଇ ଏକ ପ୍ରସ୍ତାବ ଓଡିଶା ବିଧାନସଭା ସଚିବଙ୍କ ଦ୍ୱାରା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସ୍ୱିକୃତି ପାଇଁ ପଠାଯାଇଛି । ରାଜ୍ୟ ସରକାରଙ୍କ ପ୍ରସ୍ତାବ ଅନୁଯାୟୀ ବିଧାନସଭା ଅଧିବେଶନ…

ନବୀନଙ୍କ ପ୍ରତି ନୀରବ, କଂଗ୍ରେସ ଉପରେ ଗରମ: ବଲାଙ୍ଗୀରରେ ପୁଣି ନରମିଲେ ମୋଦୀ

ଭୁବନେଶ୍ୱର: ନବୀନଙ୍କ ପ୍ରତି ପୁଣି ମୋଦୀ ନୀରବ । ଖୋର୍ଦ୍ଧା ଓ ବାରିପଦା ପରି ବଲାଙ୍ଗୀରରେ ମଧ୍ୟ ନବୀନଙ୍କ ନାମ ନେଇ ନାହାନ୍ତି ମୋଦୀ । ତୃତୀୟ ଥର ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ନରମ ମନୋଭାବ ପୋଷଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ବଲାଙ୍ଗୀରର ପଥରଚେପାଠାରେ…

ଆଜିଠୁ ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ‘କୁମ୍ଭମେଳା’, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳା। ଲକ୍ଷଲକ୍ଷ ଶ୍ରଦ୍ଧାଳୁ ତଥା ସାଧୁସନ୍ଥ ଶୋଭାଯାତ୍ରାରେ ଯାଇ ଗଙ୍ଗା ନଦୀର ପବିତ୍ର ସଙ୍ଗମସ୍ଥଳରେ ବୁଡ଼ ପକାଇଛନ୍ତି। ପୌରାଣିକ କଥାନୁଯାୟୀ ଉତ୍ତରପ୍ରଦେଶର ଏହି ଐତିହାସିକ ସହର ନିକଟରେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ବଲାଙ୍ଗୀରରେ ୧୫୫୦ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟିତ

ବଲାଙ୍ଗୀର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ଦିନିକିଆ ଓଡ଼ିଶା ଗସ୍ତରେ ବଲାଙ୍ଗୀରରେ ପହଞ୍ଚିଛନ୍ତି । ବଲାଙ୍ଗୀରଠାରେ ପ୍ରଧାନମନ୍ତ୍ରୀ ମୋଦୀ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ୧୫୫୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ପର୍ଯ୍ୟଟକଙ୍କ ଲାଗି ଖୋଲିଲା ଭିତରକନିକା, କୁମ୍ଭୀର ସଂଖ୍ୟା ବୃଦ୍ଧି

କେନ୍ଦ୍ରାପଡା : ଭିତରକନିକା ଜାତୀୟ ଉଦ୍ୟାନ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲାଗଲା । ପକ୍ଷୀ ତଥା କୁମ୍ଭୀର ଗଣନା ପାଇଁ ଜାନୁଆରୀ ୬ରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯାଇଥିଲା। ମିଳିଥିବା ସୂଚନାନୁଯାୟୀ ଚଳିତବର୍ଷ ଭିତରକନିକାରେ କୁମ୍ଭୀରଙ୍କ ସଂଖ୍ୟାରେ…

ନାବାଳିକା ଶିଶୁ ପ୍ରସବ ଘଟଣା: ଓଡ଼ିଶା ସରକାରଙ୍କୁ ରିପୋର୍ଟ ମାଗିଲା ‘ଏନଏଚଆରସି’

ନୂଆଦିଲ୍ଲୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିସ୍ଥିତ ଏକ ଆବାସିକ ବିଦ୍ୟାଳୟରେ ଜଣେ ଆଦିବାସୀ ନାବାଳିକା ଛାତ୍ରୀ ଶିଶୁ ପ୍ରସବ କରିବା ଘଟଣାର ସମ୍ପୂର୍ଣ୍ଣ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) । ସୋମବାର ଦିନ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ରାଜ୍ୟ…