Latest Odisha News

BREAKING NEWS

ମଳିପଡା ଯୁବତୀ ହତ୍ୟାକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତକୁ ଆଜି ପୋଲିସ ରିମାଣ୍ଡରେ ନେବ

ପୁରୀ : ପ୍ରେମିକାକୁ ହତ୍ୟା କରିବା ଅଭିଯୋଗରେ ମୁଖ୍ୟ ଆସାମୀ ଯୁଧିଷ୍ଠିର ସ୍ୱାଇଁଙ୍କୁ ସତ୍ୟବାଦୀ ଥାନା ପୋଲିସ ଆଜି ରିମାଣ୍ଡରେ ନେବେ । ଭୁବନେଶ୍ୱର ଉପକଣ୍ଠରେ ଥିବା ଚନ୍ଦକା ଥାନା ଅନ୍ତର୍ଗତ ମଳିପଡା ଗ୍ରାମର ଚନ୍ଦକା ଗତ ଜଙ୍ଗଲରୁ ଡିସେମ୍ବର ୨୦ ତାରିଖରେ ଏକ ମୁଣ୍ଡବିହୀନ ମୃତଦେହ ଉଦ୍ଧାର…

ଝାରସୁଗୁଡ଼ା: ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଭୋଇମୁଣ୍ଡା ନିକଟରେ ସୋମବାର ସକାଳୁ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଏକ ହାତୀ ଗ୍ରାମ ମଧ୍ୟକୁ ପଶି ଆସିଥିଲା । ହାତୀକୁ ଦେଖି ଗ୍ରାମବାସୀ ଆତଙ୍କିତ ହୋଇପଡିଥିବା…

ପୁରୀ: ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ

ପୁରୀ/ଭୁବନେଶ୍ୱର : ଟିଆରଏସ୍ ସୁପ୍ରିମୋ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଦୁଇ ଦିନିିଆ ଓଡିଶା ଗସ୍ତରେ ଆସିଥିବାବେଳେ ସୋମବାର ସେ ଏବଂ ତାଙ୍କ ପତ୍ନୀ ପୁରୀ ଗସ୍ତକରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ ଶ୍ରୀ ରାଓ…

ଚା’ ପିଇବା ସମୟରେ କରନ୍ତୁ ନାହିଁ ଏହି ୫ଟି ଭୁଲ

ଭୁବନେଶ୍ୱର : ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଏମିତି ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଚା ପିଇବାକୁ ଖୁବ୍ ପସନ୍ଦ କରିଥାନ୍ତି । ଆଉ କେତେକ ବ୍ୟକ୍ତି ଚା ବଦଳରେ କଫି ପିଇବାକୁ ବେଶୀ ଭଲ ପାଇଥାନ୍ତି । କହିବାକୁ ଗଲେ ଏମିତି କିଛି ଚା’ ପ୍ରେମୀ ଅଛନ୍ତି, ଯେଉଁମାନଙ୍କର ସକାଳ ଚା’ ପିଇବାରୁ…

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତ, ଇଏସଆଇ ହସ୍ପିଟାଲ ଲୋକାର୍ପଣ ସହ ୪ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତକ୍ରମରେ ମୋଦିଙ୍କ ଦ୍ୱାରା ୧ଶହ ଶଯ୍ୟା ବିଶିଷ୍ଟ ଇଏସଆଇ ହସ୍ପିଟାଲ ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ ହେବା ସହିତ ୪ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ହେବ । ମିଳିଥିବା…

ସମଭାବାପନ୍ନ ଦଳକୁ ନେଇ ବିକଳ୍ପ ସାମ୍ମୁଖ୍ୟ ଗଠନ କରିବାର ସୂଚନା ଦେଲେ ନବୀନ

ଭୁବନେଶ୍ୱର: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏବଂ ଟିଆରଏସ ସଭାପତି କେ ଚନ୍ଦ୍ରଶେଖର ରାଓଙ୍କ ସହିତ ରବିବାର ଦିନ ସାକ୍ଷାତ ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ସମଭାବାପନ୍ନ ଦଳକୁ ନେଇ ବିକଳ୍ପ ମେଣ୍ଟକରିବା ନେଇ ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ।…

ଶୀତର ପ୍ରକୋପରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର : ସମଗ୍ର ଓଡ଼ିଶାରେ ଶୀତର ଲହରୀ ପ୍ରଭାବ ବିସ୍ତାର କରିଥିବା ବେଳେ ରବିବାର ଦିନ ପାଖାପାଖି ୧୦ଟି ସ୍ଥାନରେ ପାରଦ ୧୦ ଡ଼ିଗ୍ରୀ ସେଲସିୟସ୍ ତଳକୁ ଖସିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ର ଏକ ସୂଚନା ଅନୁଯାୟୀ, ଭୁବନେଶ୍ୱର ଓ କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୭.୧ ଡିଗ୍ରୀ…

ପ୍ରଧାନମନ୍ତ୍ରୀ ମୋଦି ଜାନୁଆରୀରେ ୨ ଥର ଓଡିଶା ଗସ୍ତ କରିବେ

ଖୋର୍ଦ୍ଧା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୪ ତାରିଖରେ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ପୁଣି ଥରେ ସେ ଜାନୁଆରୀ ୫ ତାରିଖରେ ଓଡ଼ିଶା ଆସୁଥିବା ନେଇ ବିଜେପି ପକ୍ଷରୁ ଜଣାପଡ଼ିଛି। ଖୋର୍ଦ୍ଧା ସ୍ଥିତ ଗୋଶାଳା ପଡିଆଠାରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ…

ଜଷ୍ଟିସ ରଘୁବୀର ଦାସ ‘ଓଡ଼ିଶା ମାନବାଧିକାର ଆୟୋଗ’ର ସଦସ୍ୟ ଭାବେ ନିଯୁକ୍ତ

ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସ ରବିବାର ଦିନ ଓଡ଼ିଶା ମାନବାଧିକାର ଆୟୋଗର ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ଗଣେଶୀ ଲାଲ ତାଙ୍କୁ ମାନବାଧିକାର କମିଶନଙ୍କ ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ଆଜି ରାଜ୍ୟପାଳ ବାସଭବନରୁ ଏକ…

ଓଡ଼ିଶା ଉପକୂଳରୁ ଆଣବିକ କ୍ଷମତା ସମ୍ପନ୍ନ ଅଗ୍ନୀ-୪ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଚାନ୍ଦବାଲି/ଭଦ୍ରକ: ଉଡ଼ିଶା ଉପକୂଳସ୍ଥିତ ଭଦ୍ରକ ଜିଲ୍ଲାର ଧାମରା ଓ ଚାନ୍ଦବାଲି ନିକଟବର୍ତ୍ତୀ ଡ଼ଃ ଅବଦୁଲ କାଲାମ ଦ୍ୱୀପ (ପୂର୍ବରୁ ଏହା ୱିଲର୍ ଦ୍ୱୀପ ଭାବେ ନାମିତ)ରୁ ରବିବାର ସକାଳେ ଆଣବିକ କ୍ଷମତା ସମ୍ପନ୍ନ ଅଗ୍ନୀ-୪ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ଉତକ୍ଷେପଣ ସହିତ ସଫଳତାର ସହିତ ପରୀକ୍ଷଣ…