ରାୟଗଡା: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ହୀରାଖଣ୍ଡ ଏକ୍ସପ୍ରେସ
ରାୟଗଡା : ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ ମଙ୍ଗଳବାର ଦିନ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ଟ୍ରେନଟି କୋରାପୁଟ ଅଭିମୁଖେ ଯିବାବେଳେ ସିଙ୍ଗାପୁର ଷ୍ଟେସନ ନିକଟରେ ଟ୍ରାକରେ ଫାଟ ଥିବା ଜଣାପଡିଥିଲା ।
ବୈଷ୍ଣବ ଗୌଡ ନାମକ ଜଣେ…