ମେଲବୋର୍ଣ୍ଣ ଟେଷ୍ଟ: ଡେବ୍ୟୁ ମ୍ୟାଚରେ ରେକର୍ଡ କଲେ ମୟଙ୍କ ଅଗ୍ରୱାଲ, ଭାରତ ୨୧୫/୨
ମେଲବୋର୍ଣ୍ଣ : ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ୍ ବୁଧବାର ବକ୍ସି-ଡେ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁରେ ଚତ୍ମକାର ପ୍ରଦର୍ଶନ କରି ୭୬ ରନ୍ ହାସଲ କରିଛନ୍ତି ।
ମୟଙ୍କ ଅଗ୍ରୱାଲ ୭୬ ରନ, ଚେତେଶ୍ୱର ପୂଜାରା ୬୮ ରନ ଏବଂ କପ୍ତାନ ବିରାଟ କୋହଲୀଙ୍କ ୪୭ ରନ…