କୃଷି ଋଣ ଛାଡ଼ ଓଡ଼ିଶାକୁ ଦେବାଳିଆ କରିଦେବ: ନବୀନ
ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଗଣମାଧ୍ୟମକୁ କହିଛନ୍ତି, କୃଷି ଋଣ ଛାଡ଼ ଓଡ଼ିଶା ସରକାରକୁ ଦେବାଳିଆ କରିଦେବ ।
“ରାଜ୍ୟରେ ୩୨ ଲକ୍ଷ କୃଷକ ପରିବାର ରହିଛନ୍ତି, ସେଥିମଧ୍ୟରୁ ୨୦ ଲକ୍ଷ ଚାଷୀ ଋଣ ନେଇଥାଆନ୍ତି । ଏଥିରୁ ୬୦ ପ୍ରତିଶତ ଋଣ ପରିଶୋଧ କରିଥାଆନ୍ତି…