କଟକ ଗ୍ରାମାଞ୍ଚଳରୁ ୧୧ଟି ଟ୍ରାକ୍ଟରରେ ବିପୁଳ ପରିମାଣର ବେଆଇନ୍ ବାଣ ଜବତ
କଟକ: କଟକ ଜିଲ୍ଲା ଜଗତପୁର ଥାନା ଅଧିନରେ ଥିବା ଗ୍ରାମାଞ୍ଚଳରୁ ପୋଲିସ ରବିବାର ଦିନ ସକାଳେ ବିପୁଳ ପରିମାଣର ବାଣ ଜବତ କରିବା ସହିତ ସିଲ୍ କରିଛନ୍ତି ।
କୌଣସି ସୂତ୍ରରୁ ଖବରପାଇ କଟକ କମିଶନରେଟ ପୋଲିସ ଏସିପିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଜଗତପୁର ଥାନା ଅଧିନରେ ଥିବା…