Latest Odisha News

BREAKING NEWS

ଆଜି କେନ୍ଦ୍ରୀୟ ଟିମ୍ ଗଜପତି ଜିଲ୍ଲା ଗସ୍ତ କରୁଛନ୍ତି

ଭୁବନେଶ୍ୱର: ଅକ୍ଟୋବର ୧୧ ତାରିଖରେ ଘଟିଥିବା ଭୟଙ୍କର ତିତଲି ବାତ୍ୟା ପ୍ରଭାବିତ ଗଜପତି ଜିଲ୍ଲା ଗସ୍ତ କରୁଛନ୍ତି କେନ୍ଦ୍ରୀୟ ଦଳ । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ (କେନ୍ଦ୍ର-ରାଜ୍ୟ ସମୂହ) ଏସ.କେ ସାହିଙ୍କ ନେତୃତ୍ୱରେ ଏକ ୭ଜଣିଆ ଟିମ୍ ଗଜପତି ଜିଲ୍ଲାରେ ବାତ୍ୟା ଜନିତ କ୍ଷୟକ୍ଷତିର…

ଲୁଟ୍ ପରେ ନାବାଳିକା ଦୁଷ୍କର୍ମ ଘଟଣା: ଅମାନୁଷିକତାର ଚରମ ସୀମା ଟପିଗଲେ ଦୁର୍ବୃତ୍ତ

ବ୍ରହ୍ମପୁର : ନାବାଳିକା ଦୁଷ୍କର୍ମ ତଥା ନିର୍ଯ୍ୟାତିତା ଘଟଣା ଦିନକୁ ଦିନ ସୀମା ଅତିକ୍ରମ କରୁଥିବାବେଳେ ପୁଣିଥରେ ଏହିପରି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର କବି ସୂର୍ଯ୍ୟନଗରରେ । କିଛି ଦୁବୃର୍ତ୍ତ କବି ସୂର୍ଯ୍ୟନଗର ଅଞ୍ଚଳରେ ଥିବା ଏକ ଘରେ କଳାକନା ବୁଲାଇବାକୁ…

ବିଧାନସଭା ଶୀତକାଳୀନ ଅଧିବେଶନ ନଭେମ୍ବର ୧୬ରୁ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତା ନଭେମ୍ବର ୧୬ରୁ ଆରମ୍ଭ ହେବ ବୋଲି ବିଧାନସଭା ସଚିବାଳୟ ସୂତ୍ରରୁ ଜଣାପଡ଼ିଛି । ଏହି ଶୀତକାଳୀନ ଅଧିବେଶନ ଡ଼ିସେମ୍ବର ୧୭ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ ସମୁଦାୟ ୨୩ଟି କାର୍ଯ୍ୟଦିବସ ରହିବ ବୋଲି ସୂଚନା ମିଳିଛି ।…

ସୁପ୍ରିମକୋର୍ଟରେ ନିଯୁକ୍ତ ହେଲେ ୪ ନୂଆ ବିଚାରପତି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ କଲେଜିୟମଙ୍କ ଦ୍ୱାରା ନୂଆ ବିଚାରପତିଙ୍କ ନାମ ସୁପାରିଶର ୪୮ ଘଣ୍ଟା ମଧ୍ୟରେ ସମସ୍ତ ୪ଜଣ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କୁ ସୁପ୍ରିମକୋର୍ଟରେ ପଦୋନ୍ନତି ମିଳିଯାଇଛି । ଏନେଇ ଗୁରୁବାର ରାତିରେ ଆଇନ ମନ୍ତ୍ରଣାଳୟ ପକ୍ଷରୁ ସେମାନଙ୍କ ନିଯୁକ୍ତିକୁ ନେଇ ଏକ…

ଜାଣନ୍ତୁ, ପ୍ରେମ୍ ଆନନ୍ଦ କାହିଁକି ଗାଆନ୍ତିନି ଗୀତ !

ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଜଗତର ବାଦଶାହା ପ୍ରେମ୍ ଆନନ୍ଦ ଉଭୟ ଗୀତ ଓ ମାର୍ଜିତ ବ୍ୟବହାରକୁ ନେଇ ଘରେ ଘରେ ଲୋକପ୍ରିୟ । କେବେ ରୋମାଣ୍ଟିକ୍ ଗୀତ ତ କେବେ ସୁପରହିଟ୍ ଆଇଟମ୍ ନମ୍ବର ନିର୍ଦ୍ଦେଶନା ଦେଇ ଓଡ଼ିଆ ଶ୍ରୋତାଙ୍କ ମନରେ ଘର କରିନେଇଛନ୍ତି ସେ । ତାଙ୍କୁ ‘ଓଲିଉଡରେ ମ୍ୟୁଜିକାଲ୍…

ଖୋଲିଲା ଶିମିଳିପାଳ ଅଭୟାରଣ୍ୟ, ପ୍ରଥମ ଦିନରେ ପର୍ଯ୍ୟଟକଙ୍କ ଭିଡ଼

ବାରିପଦା: ପ୍ରାକୃତିକ ନୈସର୍ଗିକତାରେ ଭରପୁର ଶିମିଳିପାଳ ଅଭୟାରଣ୍ୟ ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କ ଲାଗି ଖୋଲାଯାଇଛି । ଜାତୀୟ ଅଭୟାରଣ୍ୟ କୁ ବୁଲିବା ପାଇଁ ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । ଦୀର୍ଘ ଚାରିମାସ ପରେ ପ୍ରଥମଥର ଅଭୟାରଣ୍ୟ ପରିଦର୍ଶକଙ୍କ ଲାଗି…

ଜଗା-କାଳିଆ ଖୁବ୍ ଶିଘ୍ର ଓଡ଼ିଶା ଫେରିବା ସମ୍ଭାବନା !

ନୂଆଦିଲ୍ଲୀ: ଯୋଡ଼ାମୁଣ୍ଡ ଅଲଗା ହୋଇଥିବା ଯାଆଁଳା ଶିଶୁ ଜଗା-କାଳିଆ ଖୁବ ଶିଘ୍ର ଓଡ଼ିଶା ଫେରିବାର ସମ୍ଭାବନା ରହିଛି । ଦିଲ୍ଲୀ ଏମ୍ସରେ ରହି ଚିକିତ୍ସା ହେଉଥିବା ଜଗା-କାଳିଆଙ୍କ ବାପା ମାଆ ଖୁବ୍ ଶିଘ୍ର ଓଡ଼ିଶାରେ ଥିବା ତାଙ୍କ ଗାଆଁକୁ ଫେରିବାକୁ ଇଛା ପ୍ରକାଶ କରିଛନ୍ତି । ଏହି ଦୁଇ…

ଭାରତ-ୱେଷ୍ଟଇଣ୍ଡିଜ ଶେଷ ଦିନିକିଆ: ସିରିଜ କବଜା କଲା ବିରାଟ ବାହିନୀ

ଥିରୁବନନ୍ତପୁରମ୍ : କେରଳର ଥିରୁବନନ୍ତପୁରମ୍ ସ୍ଥିତ ଗ୍ରୀନଫିଲ୍ଡ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଶେଷ ଦିନିକିଆ ମ୍ୟାଚରେ ବିରାଟ ବାହିନୀ ସିରିଜ ଉପରେ କବଜା କରିଛନ୍ତି । ଏହି ୫ଦିନିଆ ଶୃଙ୍ଖଳାକୁ ୩-୧ରେ ବାଜିମାତ କରିଛି ଭାରତୀୟ ଦଳ । ଆଜିର ମ୍ୟାଚରେ ଟସ୍…

ଆଜି ଓଡ଼ିଶା ଏବଂ ନ୍ୟୁ ସାଉଥ ୱେଲ୍ସ ମଧ୍ୟରେ ପ୍ରଦର୍ଶନୀ ହକି ମ୍ୟାଚ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ନଭେମ୍ବର ୨୮ରୁ ଆରମ୍ଭ ହେଉଛି ବିଶ୍ୱକପ ହକି ମ୍ୟାଚ । ବିଶ୍ୱକପର ଅବ୍ୟବହିତ ପୂର୍ବରୁ ଆଜି କଳିଙ୍ଗ ଷ୍ଟାଡ଼ିୟମରେ ନ୍ୟୁ ସାଉଥ ୱେଲ୍ସ ଏବଂ ଓଡ଼ିଶା ଏକାଦଶ ମଧ୍ୟରେ ଏକ ପ୍ରଦର୍ଶନୀ ହକି ମ୍ୟାଚ୍ ଖେଳାଯାଉଛି । ଏହି ପ୍ରଦର୍ଶନୀ ମ୍ୟାଚ ଭୁବନେଶ୍ୱର ଓ…

ଏୟାରସେଲ-ମ୍ୟାକ୍ସିସ ମାମଲା: କାର୍ତ୍ତିଙ୍କ ବିଦେଶ ଗସ୍ତ ଆବେଦନକୁ ଅଗ୍ରାହ୍ୟ କଲେ କୋର୍ଟ

ନୂଆଦିଲ୍ଲୀ : ନୂଆଦିଲ୍ଲୀସ୍ଥିତ ପଟିଆଲା ହାଉସ କୋର୍ଟ ଗୁରୁବାର ଦିନ ଏୟାରସେଲ-ମ୍ୟାକ୍ସିସ ଡିଲ୍ ମାମଲାରେ ସମ୍ପୃକ୍ତ ଥିବା କେନ୍ଦ୍ରମନ୍ତ୍ରୀ ପି ଚିନ୍ଦାମ୍ବରମ୍ ଓ ତାଙ୍କ ପୁଅଙ୍କ ଅନ୍ତରୀଣ ସୁରକ୍ଷା ଅବଧିକୁ ନଭେମ୍ବର ୨୬କୁ ବଢାଇଛନ୍ତି । ଅନ୍ୟପକ୍ଷରେ କୋର୍ଟ ଏହି ଅବଧିକୁ ବଢାଇଥିବା ବେଳେ…