ରାଜଧାନୀରେ ଅଖା ଭିତରୁ ଯୁବକର ମୃତଦେହ ଉଦ୍ଧାର
ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗଙ୍ଗୁଆ ନାଳ ନିକଟରୁ ସୋମବାର ଦିନ ମଞ୍ଚେଶ୍ୱର ପୋଲିସ ଏକ ଯୁବକର ମୃତ ଦେହ ଉଦ୍ଧାର କରିଛି ।
ପୋଲିସ ସୂଚନା ଅନୁଯାୟୀ ମୃତକଙ୍କ ନାମ ରାଜେଶ ଭଦ୍ରା ବୋଲି ଜଣାପଡିଥିବା ବେଳେ ମୃତଦେହଟି ଏକ ଅଖା ଭିତରୁ ମିଳିଥିବା ନେଇ ସୂଚନା…