ସାବରୀମାଲାର ୪ଟି ସ୍ଥାନରେ ଲାଗୁହେବ ୧୪୪ ଧାରା
ନୂଆଦିଲ୍ଲୀ : ମହିଳାଙ୍କ ପ୍ରବେଶକୁ ନେଇ ଏବେ ବେଶ ଚର୍ଚ୍ଚାରେ ରହିଛି କେରଳର ପ୍ରସିଦ୍ଧ ସାବରିମାଲା ମନ୍ଦିର । ଏହି ସାବରିମାଲା ମନ୍ଦିରରେ ଏକ ସ୍ୱତନ୍ତ୍ର ପୂଜା ହେବାକୁ ଥିବାବେଳେ ଆସନ୍ତା ନଭେମ୍ବର ୫ ତାରିଖରେ ପୁଣି ଥରେ ମନ୍ଦିର ଖୋଲାଯିବାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ମିଳିଥିବା…