Latest Odisha News

BREAKING NEWS

ମହାରାଷ୍ଟ୍ର ବିଧାନସଭାରେ ଶପଥ ନେଲେ ନୂଆ ବିଧାୟକ

ମୁମ୍ବାଇ: ନିର୍ବାଚନ ଫଳାଫଳ ଘୋଷିତ ହେବାର ଦୀର୍ଘ ଏକମାସ ପରେ ଆଜି ମହାରାଷ୍ଟ୍ର ବିଧାନସଭାରେ ଶପଥପାଠ କରିଛନ୍ତି ନୂତନ ଭାବେ ନିର୍ବାଚିତ ସମସ୍ତ ବିଧାୟକ । ବୁଧବାର ସକାଳ ୮ଟା ସମୟରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ଏକ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶ ଡ଼କାଇଥିଲେ । ଆଜି ସକାଳେ…

ଓଟିଇଟି ପରୀକ୍ଷାରେ ବସିବାକୁ ଦାବି ନେଇ ଏଫଏମ୍ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଧାରଣା

ବାଲେଶ୍ୱର: ବାଲେଶ୍ୱରସ୍ଥିତ ଫକିରମୋହନ ବିଶ୍ୱବିଦ୍ୟାଳୟର ବି.ଇ.ଡ଼ି ଓ ଏମ.ଇ.ଡ଼ି ଛାତ୍ରଛାତ୍ରୀମାନେ ଓଟିଇଟି ପରୀକ୍ଷାରେ ବସିବାକୁ ଦାବି କରି ଧାରଣାରେ ବସିରହିଛନ୍ତି । ଏହି ଛାତ୍ରଛାତ୍ରୀମାନେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ମଙ୍ଗଳବାର ଦିନ ଅନିର୍ଦ୍ଦିଷ୍ଟ କାଳ ଲାଗି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୭-୧୧-୨୦୧୯ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ତା ୨୭ ରିଖ ବୁଧବାର ବିଛା ୧୧ ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ଅନୁରାଧା ନକ୍ଷତ୍ର ସକାଳ ଘ ୦୮-୫୨ମିନିଟ୍…

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ୨୦୧୯: ନଭେମ୍ବର ୩୦ରେ ପ୍ରଥମ ପର୍ଯ୍ୟାୟ ଭୋଟ୍

ଋାଞ୍ଚି: ଆସନ୍ତା ନଭେମ୍ବର ୩୦ ତାରିଖରେ ଅନୁÂିତ ହେଉଛି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ । ଏହି ନିର୍ବାଚନ ୫ଟି ପର୍ଯ୍ୟାୟରେ ଅନୁÂିତ ହେଉଥିବା ବେଳେ ଡ଼ିସେମ୍ବର ୨୩ ତାରିଖରେ ନିର୍ବାଚନ ଫଳାଫଳ ଘୋଷିତ ହେବ । ଭାରତୀୟ ନିର୍ବାଚନ କମିଶନ ନଭେମ୍ବର ୧ ତାରିଖରେ ନିର୍ବାଚନ ତାରିଖ ଘୋଷଣା କରିବା…

ମହାରାଷ୍ଟ୍ର ମହାଭାରତ: ବୁଧବାର ସକାଳ ୮ଟାରେ ନୂଆ ବିଧାୟକ ନେବେ ଶପଥ

ମୁମ୍ବାଇ: ବିଧାନସଭା ନିର୍ବାଚନ ପରେ ସରକାର ଗଠନକୁ ନେଇ ଦୀର୍ଘଦିନ ଧରି ମହାରାଷ୍ଟ୍ର ରାଜନୀତିରେ ଯେଉଁ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ତାହା ଆସନ୍ତାକାଲି ଅନ୍ତ ଘଟିବାକୁ ଯାଉଛି । ମହାରାଷ୍ଟ୍ର ବିଧାନସଭାର ସମସ୍ତ ନିର୍ବାଚିତ ବିଧାୟକମାନେ ଗୃହରେ ଶପଥଗ୍ରହଣ କରିବେ । ରାଜ୍ୟପାଳ ଭଗତ ସିଂହ…

ମିନିମମ୍ ବାଲାନ୍ସ ରଖିନଥିବା ଗ୍ରାହକଙ୍କ ଠାରୁ ବ୍ୟାଙ୍କ କାଟିଛି ୧୯୯୬ କୋଟି !

ଭୁବନେଶ୍ୱର:  ୨୦୧୮-୨୦୧୯ ଆର୍ଥିକ ବର୍ଷରେ ସଞ୍ଚୟ ଖାତାରେ ମିନିମମ୍ ବାଲାନ୍ସ ରଖିନଥିବା ଗ୍ରାହକଙ୍କ ଠାରୁ ସରକାରୀ ବ୍ୟାଙ୍କ ଜୋରିମାନା ଆକାରରେ ୧୯୯୬.୪୬ କୋଟି ଟଙ୍କା ପାଇଛି | ଅର୍ଥ ରାଜ୍ୟମନ୍ତ୍ରୀ ଅନୁରାଗ ସିଂହ ଠାକୁର ସୋମବାର ଦିନ ଲୋକସଭାରେ ଏହି ତଥ୍ୟ ଦେଇଛନ୍ତି | ସୂଚନାଯୋଗ୍ୟ…

ଅସଦାଚରଣ ମାମଲା: ବହିଷ୍କୃତ ହେଲେ କେନ୍ଦ୍ରାପଡ଼ା କ୍ରେଡ଼ିଟ-କୋ ଅପରେଟିଭ ସୋସାଇଟି ସଭାପତି

କେନ୍ଦ୍ରାପଡ଼ା: ରାଜ୍ୟ କୋ ଅପରେଟିଭ ସୋସାଇଟିର ରେଜିଷ୍ଟ୍ରାର୍ ବିଭୁତି ଭୂଷଣ ପଟ୍ଟନାୟକ ସୋମବାର ଦିନ କେନ୍ଦ୍ରାପଡ଼ା କ୍ରେଡ଼ିଟ-କୋ ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କୁ ବହିଷ୍କାର କରିଛନ୍ତି । ତାଙ୍କ ସ୍ଥାନରେ ସୋସାଇଟିର ଉପ-ସଭାପତିଙ୍କୁ ସଭାପତି ପଦରେ ନିଯୁକ୍ତ କରିଛନ୍ତି ।…

ସରକାରୀ ଜମି ହଡ଼ପ ଅଭିଯୋଗ ପ୍ରମାଣିତ ହେଲେ ମୁଁ ରାଜନୀତିରୁ ସନ୍ୟାସ ନେବି: ପୂର୍ବତନ ମନ୍ତ୍ରୀ

ଭୁବନେଶ୍ୱର: ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ବିଜେପି ପକ୍ଷରୁ ହୋଇଥିବା ଜମି ହଡ଼ପ ଅଭିଯୋଗକୁ ଖଣ୍ଡନ କରିଛନ୍ତି । “ଗତକାଲି ବିଜେପି ଏକ ସାମ୍ବାଦିକ ସମ୍ମିଳନୀରେ ମୁଁ ୧୦୦ କୋଟି ଟଙ୍କାର ସରକାରୀ ଜମି ହଡ଼ପ କରିଛି ବୋଲି ଅଭିଯୋଗ କରିଛି । ମୁଁ ୭ ଥର ଲାଗି…

ମାଛଧରା ଜାଲରେ କିପରି ଫସିଲା ବିରଳ ବଣୁଆ ବିଲେଇ; ଜାଣନ୍ତୁ…

ପୁରୀ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ଏକ ବିରଳ ପ୍ରଜାତିର ବଣୁଆ ବିଲେଇକୁ ଧରିଛନ୍ତି ଜଣେ ମତ୍ସ୍ୟଜୀବୀ । ଏହି ବଣୁଆ ବିଲେଇଟି ‘ପ୍ରାଇନାଇଲୁରୁସ ଭାଇଭେରିନସ’ ପ୍ରଜାତିର ବୋଲି ଜଣାପଡ଼ିଛି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚିଲିକାରେ ଅମୂଲ୍ୟ ପ୍ରଧାନ ନାମକ ଜଣେ…

ସ୍ମିତାରାଣୀ ତଦନ୍ତକୁ ଦିଗହରା କରିବା ପାଇଁ ପୋଲିସ ଡିଜି ବିକେ ଶର୍ମାଙ୍କୁ ହଟାଯାଇଛି :ବିଜେପି

ଭୁବନେଶ୍ୱର: ରାଜ୍ୟରେ ମହିଳା ଓ ନାବାଳିକାଙ୍କ ସହ ଦୁଷ୍କର୍ମ ବଢିବାରେ ଲାଗିଛି । ରାଜ୍ୟରେ ଚାଲିଛି ଫାଶିବାଦୀ ସରକାର । ଚଳିତବର୍ଷ ପ୍ରଥମ ୬ ମାସ ଭିତରେ ୧୧୪୯ ମହିଳାଙ୍କ ମଧ୍ୟରୁ ୬୦୪ଟି ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଛି ହୋଇଛି । ଗତକାଲି ବିଧାନସଭାରେ ଖୋଦ୍ ଗୃହ ରାଷ୍ଟ୍ରମନ୍ତ୍ରୀ ଏହାକୁ…