Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡ଼ନାଭିସ୍; ପ୍ରେସମିଟରେ କ’ଣ କହିଲେ ଜାଣନ୍ତୁ

ମୁମ୍ବାଇ: ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଆଜି ଦିନ ୩ଟା ୩୦ ସମୟରେ ଏକ ପ୍ରେସମିଟ୍ ଡ଼କାଇ ରାଜ୍ୟପାଳଙ୍କୁ ତାଙ୍କର ଇସ୍ତଫା ପ୍ରଦାନ କରିବାକୁ ଯାଉଛନ୍ତି ବୋଲି ଘୋଷଣା କରିଥିଲେ । ସେ ଗଣମାଧ୍ୟମକୁ ସମ୍ବୋଧିତ କରି…

ଏନଫିଲ୍ଡ ଗାଡି ପ୍ରେମୀଙ୍କ ପାଇଁ ଖୁସିଖବର, ଏବେ ବାଇକକୁ ନିଜ ଇଛାନୁସାରେ ଦେଇପାରିବେ ଲୁକ୍

ଭୁବନେଶ୍ୱର: ରୟାଲ ଏନଫିଲ୍ଡ ଗାଡି ପାଇଁ ସୌକ ରଖୁଥିବା ଗ୍ରାହକଙ୍କ ଲାଗି ଖୁସୀଖବର | ଏହି ଗାଡିକୁ ନିଜ ପସନ୍ଦ ଅନୁସାରେ ଲୁକ୍ ଦେେଇପାାରିବେ। ଏଥିପାଇଁ କମ୍ପାନୀ ଅନଲାଇନ କଂଫିର୍ଗେଟର ଲଞ୍ଚକରିଛି | ଲଞ୍ଚ କରାଯାଇଥିବା ଏହି ଅନଲାଇନ କଂଫିର୍ଗେଟରରେ କମ୍ପାନୀ ନିଜର ବିସ୍ତୃତ ରେଞ୍ଜର…

ଦିନ ୩ଟା ୩୦ରେ ଦେବେନ୍ଦ୍ର ଫଡ଼ନାଭିସଙ୍କ ପ୍ରେସମିଟ୍; ପଦରୁ ଇସ୍ତଫା ଦେଇପାରନ୍ତି !

ମୁମ୍ବାଇ: ଆସନ୍ତାକାଲି ସନ୍ଧ୍ୟା ୫ଟାରେ ହେବ ମହାରାଷ୍ଟ୍ର ବିଧାନସଭାରେ ଶକ୍ତିପରୀକ୍ଷା । ଏହି ଶକ୍ତିପରୀକ୍ଷା ପୂର୍ବରୁ ବିଜେପିର ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଆଜି ଦିନ ୩ଟା ୩୦ରେ ଏକ ପ୍ରେସ୍ ମିଟ୍ ଡ଼ାକିଛନ୍ତି । ଯେହେତୁ ଆସନ୍ତାକାଲି ମହାରାଷ୍ଟ୍ର…

ଉପ-ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଜିତ ପାୱାର !

ମୁମ୍ବାଇ: ମହାରାଷ୍ଟ୍ରର ଏନସିପି ନେତା ଅଜିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ପଦରୁ ଆଜି ଇସ୍ତଫା ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା କାଲି ମହାରାଷ୍ଟ୍ର ବିଧାନସଭାରେ ହେବ ଶକ୍ତି ପରୀକ୍ଷା । ଅଜିତଙ୍କ ସହିତ ମୁଖ୍ୟମନ୍ତ୍ରୀ ଭାବେ ଶନିବାର ଦିନ ଶପଥ ଗ୍ରହଣ କରିଥିବା…

ଆମେରିକାରେ ପ୍ରଦର୍ଶିତ ହେଲା ଓଡିଆ ଫିଲ୍ମ ‘ଛବିରାଣୀ’

କଟକ: ବହୁପ୍ରତୀକ୍ଷିତ ଓଡ଼ିଆ ସିନେମା ‘ଛବିରାଣୀ’ ଆମେରିକାର ବୋଷ୍ଟନ୍ ସହରର ସିନେମା ହଲରେ ପ୍ରଦର୍ଶିତ ହୋଇଛି । ରିଲିଜ୍ ହୋଇଥିବା ଏହି ସିନେମାଟି ଅଶି ଦଶକର ଲୋମଟାଙ୍କୁରା ସତ୍ୟଘଟଣା ଛବିରାଣୀ ହତ୍ୟାକାଣ୍ଡ ଉପରେ ଆଧାରିତ । ଏହି ଚଳଚ୍ଚିତ୍ର ଓଡିଶା ସୋସାଇଟି ଅଫ୍ ନ୍ୟୁ ଇଂଲଣ୍ଡ ଜରିଆରେ…

ଭାରତ-ୱେଷ୍ଟଇଣ୍ଡିଜ କ୍ରିକେଟ ସିରିଜ; କେବେ ଓ କେଉଁଠି ଜାଣନ୍ତୁ…

ଭୁବନେଶ୍ୱର: ଏବେ ଭାରତ ଗସ୍ତରେ ରହିଛି ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ । ଆସନ୍ତା ଡ଼ିସେମ୍ବର ୬ରୁ ୨୨ ତାରିଖ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ ଏହି ଗସ୍ତକ୍ରମରେ ଭାରତ ସହିତ ୩ଟି ଟି-୨୦ ଏବଂ ୩ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ । ନିକଟରେ ଭାରତ ଘରୋଇ ପିଚରେ ବାଂଲାଦେଶ ଦଳକୁ ଉଭୟ ଟି-୨୦ ଏବଂ…

୩୩ ଓଏଏସ ଅଧିକାରୀଙ୍କୁ ଆଇଏଏସ ର‌୍ୟାଙ୍କକୁ ପଦୋନ୍ନତି କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଚଳିତ ବର୍ଷ ମାତ୍ର ୬ ନୂଆ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀଙ୍କୁ ଓଡିଶା କ୍ୟାଡର ବିଭାଗ ଦିଆଯାଇଥିବା ନେଇ ସୋମବାର ଦିନ ବିଧାନସଭାରେ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ବିଧାୟକ ଚକ୍ରଧର କହଁରଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ…

ଡାଟା ବୈଜ୍ଞାନିକ ହେଲେ ୭ମ ଶ୍ରେଣୀର ଛାତ୍ର, ମିଳିଲା ସଫ୍ଟୱେୟାର୍ କମ୍ପାନୀରେ ନିଯୁକ୍ତି

ହାଇଦ୍ରାବାଦ: ହାଇଦ୍ରାବାଦର ଏକ ସଫ୍ଟୱେୟାର କମ୍ପାନୀ ‘ମୋଣ୍ଟେଜିନ୍ ସ୍ମାର୍ଟ ବିଜିନେସ୍ ସଲ୍ୟୁଶନ୍ସ’ରେ ଡାଟା ବୈଜ୍ଞାନିକ ଭାବେ ନିଯୁକ୍ତି ପାଇଛନ୍ତି ଜଣେ ୧୨ ବର୍ଷୀୟ ବାଳକ ସିଦ୍ଧାର୍ଥ ଶ୍ରୀବାସ୍ତବ ପିଲ୍ଲାଇ । ଖୁବକମ୍ ବୟସରେ ଏଭଳି ସଫଳତା ପାଇଥିବାରୁ ଏହାକୁ ନେଇ ଏବେ ସବୁଠୁ ଚର୍ଚ୍ଚା…

‘ସ୍ମାର୍ଟ ଡଷ୍ଟବିନ୍’ ନିର୍ମାଣ କଲେ ଓଡିଆ ପୁଅ ଅନୁଭବ; ଜାଣନ୍ତୁ ମିଳିବ କି ସୁବିଧା

ବାରିପଦା: ସ୍ୱଚ୍ଛତା ଲାଗି ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରି ମୟୁରଭଞ୍ଜ ଜିଲ୍ଲାସ୍ଥିତ ବାରିପଦାର ଜଣେ ଛାତ୍ର କମ୍ ଖର୍ଚ୍ଚରେ ନିର୍ମାଣ କରିଛନ୍ତି ଏକ ‘ସ୍ମାର୍ଟ ଡଷ୍ଟବିନ୍’ । ସ୍ଥାନୀୟ ସତ୍ୟସାଇ ବିଦ୍ୟାମନ୍ଦିରରେ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଅନୁଭବ ଷଡଙ୍ଗୀ ନାମକ ଜଣେ ଛାତ୍ର…

ଓଜନ କମାଇବ ଧନିଆ !

ଭୁବନେଶ୍ୱର: ମୋଟାପଣ ଏବଂ ଓଜନ ବଢିବା ସମସ୍ତଙ୍କ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି । ଓଜନ କମାଇବା ପାଇଁ ଲୋକମାନେ ଜିମ୍ ଏବଂ ଏକ୍ସରସାଇଜର ସାହାରା ନେଇଥାନ୍ତି । ଜିମ୍ ଯାଇ ଏକ୍ସରସାଇଜ ଏବଂ ଡାଏଟିଙ୍ଗ କରିବା ଦ୍ୱାରା ମଧ୍ୟ ମୋଟାପଣ କମିନଥାଏ । ଆସନ୍ତୁ ଜାଣିବା ଘର ତିଆରି ଏକ ପାନୀୟ…