ଶ୍ରୀମନ୍ଦିର ମଧ୍ୟରେ ଅସୁସ୍ଥ ହୋଇପଡିଥିବା ଭକ୍ତଙ୍କ ମୃତ୍ୟୁ
ପୁରୀ: ଶ୍ରୀମନ୍ଦିର ପରିସରରେ ଗୁରୁବାର ଦିନ ସକାଳେ ଅସୁସ୍ଥ ହୋଇପଡିଥିବା ଜଣେ ଭକ୍ତଙ୍କର ମୃତ୍ୟୁ ଘଟିଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ମୃତକ ଜଣଙ୍କ ହେଉଛନ୍ତି ଅନୁରାତ ସିଂହ (୬୭) । ମଧ୍ୟପ୍ରଦେଶରୁ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଅନୁରାତ ନିଜ ପରିବାର ଲୋକଙ୍କ ସହ ପୁରୀ…