ଖୋର୍ଦ୍ଧାରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ରାମେଶ୍ୱର ନିକଟସ୍ଥ ଜଙ୍ଗଲ ନିକଟରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ କିଛିଦିନ ତଳେ ୨୦ରୁ ଉଦ୍ଧ୍ୱର୍ ହାତୀପଲ ଏହି ଅଞ୍ଚଳରେ ଖାଦ୍ୟ ଅନ୍ୱେଷଣରେ ପଶି ଆସିଥିଲେ । ଆଜି ସକାଳେ ସ୍ଥାନୀୟ…