ଆସନ୍ତା କାଲି ଓଡିଶା ଆସୁଛନ୍ତି ଅମିତ ଶାହା
ଭୁବନେଶ୍ୱର : ଅମିତ ଶାହା ଆସନ୍ତା କାଲି ଓଡିଶା ଆସୁଛନ୍ତି । ଏକ ଦିନିକିଆ ଓଡିଶା ଗସ୍ତରେ ଆସି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପୁରୀ ଗସ୍ତ କରିବେ ।
ସୂଚନା ଅନୁଯାୟୀ ଶାହା ଆସନ୍ତା କାଲି ସକାଳ ୧୦ଟାରେ ଭୂବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ଏବଂ ସେଠାରୁ ସିଧାସଳଖ ପୁରୀ ଅଭିମୁଖେ ଯାତ୍ରା…