ବିଶ୍ୱକପ ଫୁଟବଲ: ମେସୀଙ୍କ ଆର୍ଜେଣ୍ଟିନା ୪-୩ ଗୋଲରେ ପରାସ୍ତ, କ୍ୱାର୍ଟର ଫାଇନାଲରେ ଫ୍ରାନ୍ସ
ମସ୍କୋ : ବିଶ୍ୱର ଶ୍ରେଷ୍ଠ ଫୁଟବଲ ଖେଳାଳୀଙ୍କ ଦଳ ଆର୍ଜେଣ୍ଟିନା ଦଳ ପରାଜୟ ସହିତ ବିଶ୍ୱକପରୁ ବିଦାୟ ନେଇଛି । ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚରେ ୪-୩ ଗୋଲରେ ପରାସ୍ତ ହୋଇଛି ଆର୍ଜେଣ୍ଟିନା ।
ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଫ୍ରାନ୍ସ ଦଳ…