ବିଶ୍ୱକପ ଫୁଟବଲ: କ୍ୱାର୍ଟର ଫାଇନାଲରେ ରୁଷିଆ ଓ କ୍ରୋଏସିଆ
ମସ୍କୋ : ବିଶ୍ୱକପ ଫୁଟବଲରେ ନିଜ ଦେଶଲାଗି ଇତିହାସ ସୃଷ୍ଟି କରିଛି ରୁଷିଆ ଦଳ । ପ୍ରି-କ୍ୱାର୍ଟର ଫାଇନାଲରେ ଆୟୋଜକ ରୁଷିଆ ଶକ୍ତିଶାଳୀ ସ୍ପେନ ଦଳକୁ ଅପ୍ରତ୍ୟାଶିତ ଭାବେ ମ୍ୟାଚ ୧-୧ ରେ ଡ୍ର ରଖିବା ପରେ ପେନାଲ୍ଟି ସୁଟ ଆଉଟରେ ୪-୩ ଗୋଲ ବ୍ୟବଧାନରେ ବିଜୟ ହାସଲ କରିପାରିଛି । ଫଳରେ ରୁଷିଆ…