Latest Odisha News

BREAKING NEWS

ମୁଣ୍ଡରେ କାର୍ଟୁନ୍ ଗଳାଇ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ, ଜାଣନ୍ତୁ କାହିଁକି ଏମିତି ହେଲା !

ବେଙ୍ଗାଲୁରୁ: କଲେଜରେ ଚାଲିଛି ପରୀକ୍ଷା, କିନ୍ତୁ ସବୁ ଛାତ୍ରଛାତ୍ରୀଙ୍କ ମୁଣ୍ଡରେ ଗଳାଯାଇଥିଲା ଗୋଟିଏ ଲେଖାଏଁ ବଡ଼ କାର୍ଟୁନ୍ । ଶ୍ରେଣୀଗୃହରେ ପିଲାମାନଙ୍କ ମୁଣ୍ଡରେ ବଡ଼ କାର୍ଟୁନ ରହିଥିଲେ ମଧ୍ୟ ଧିରସ୍ଥିର ଭାବେ ପିଲାଏ ପରୀକ୍ଷା ଦେଉଥାଆନ୍ତି । ପରୀକ୍ଷାକେନ୍ଦ୍ରରେ ପ୍ରବଳ କପି ହେଉଥିବା…

ବିଜେପୁର ଉପ-ନିର୍ବାଚନ: ଭୋଟଦାନ କେନ୍ଦ୍ରକୁ ଗଲେ ପୋଲିଂ ପାର୍ଟି

ଭୁବନେଶ୍ୱର: ଆଉ ମାତ୍ର ୨ ଦିନ ପରେ ହେବାକୁ ଥିବା ବିଜେପୁର ଉପ ନିର୍ବାଚନ ଲାଗି ପୋଲିଂ କର୍ମଚାରୀମାନେ ନିଜ ନିଜର ବୁଥ୍ ଅଭିମୁଖେ ଶନିବାର ଦିନ ଗସ୍ତ କରିଛନ୍ତି । ସେମାନେ ସନ୍ଧ୍ୟା ସୁଦ୍ଧା ନିଜ ନିଜ ବୁଥରେ ପହଞ୍ଚିଯିବେ ବୋଲି ଆଶା କରାଯାଉଛି । ପ୍ରାପ୍ତ ସୂଚନାନୁଯାୟୀ ପୋଲିଂ ଟିମ୍…

ଝାରସୁଗୁଡ଼ାର ବିସ୍ମୟ ବାଳିକା ଦିପ୍ତି, ଟାଇପିଂ କରି ଭାଙ୍ଗିଚାଲିଛନ୍ତି ରେକର୍ଡ଼ !

ଝାରସୁଗୁଡ଼ା: ନଅ ବର୍ଷର କୁନି ଝିଅ ଦିପ୍ତି ଶର୍ମା । ଏବେ ଦିପ୍ତୀଙ୍କୁ ସମସ୍ତେ କହୁଛନ୍ତି, ‘ଝାରସୁଗୁଡ଼ାର ବିସ୍ମୟ’ । ଦିପ୍ତୀ କମ୍ପ୍ୟୁଟର୍ ନଦେଖି ଅଦ୍ଭୁତଭାବେ ଟାଇପିଂ କରିପାରୁଛନ୍ତି । ତାଙ୍କର ଟାଇପିଂ ଦକ୍ଷତା ଦେଖି ବଡ଼ ବଡ଼ ଟାଇପିଷ୍ଟମାନେ ମଧ୍ୟ ଆଶ୍ଚର୍ଯ୍ୟଚକିତ ହେଉଛନ୍ତି । ତାଙ୍କର ଏହି…

ଓଡିଆ ଆଇପିଏସ୍ ଅଫିସର ସତ୍ୟଜିତ୍ ମହାନ୍ତିଙ୍କୁ ଆଇନଶାସ୍ତ୍ରରେ ପିଏଚଡି ପ୍ରଦାନ

କଟକ: ଜେଲ୍ ଓ କାରାଗାର ବିଭାଗର ଡିଜି ସତ୍ୟଜିତ୍ ମହାନ୍ତି କଟକସ୍ଥିତ ଜାତୀୟ ଆଇନ୍ ବିଶ୍ୱବଦ୍ୟାଳୟ(ଏନଏଲୟୁ)ରୁ ଆଇନଶାସ୍ତ୍ରରେ ପିଏଚଡି ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି । ଏନଏଲୟୁର କୁଳପତି ଶନିବାର ଦିନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଅବସରରେ ୧୯୮୮ ବ୍ୟାଚର ଆଇପିଏସ୍…

ଶିଳ୍ପ ସଂସ୍କାର ଲାଗି ଓଡ଼ିଶା ସରକାରଙ୍କ ସଚେତନତା ଅଭିଯାନ

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ଏବଂ ଇପିକଲଙ୍କ ମିଳିତ ପ୍ରଚେଷ୍ଟାରେ ଅନୁଗୁଳରୁ ଶୁଭାରମ୍ଭ ହୋଇଛି ଶିଳ୍ପ ସଂସ୍କାର ସଚେତନତା ଅଭିଯାନ। ଏହି କାର୍ଯ୍ୟକ୍ରମ ଆସନ୍ତା ୮ ତାରିଖ ଯାଏ ଚାଲିବ, ଯେଉଁଥିରେ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀମାନେ ଜିଲ୍ଲାସ୍ତରରେ ବିଭିନ୍ନ…

ହୀରାଖଣ୍ଡ ଏକ୍ସପ୍ରେସର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି, ଯାତ୍ରୀ ହନ୍ତସନ୍ତ

ରାୟଗଡା: ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଶନିବାର ଦିନ ପାଖାପାଖି ୩ ଘଣ୍ଟା ଯାଏଁ ଟ୍ରେନ୍ ଅଟକି ରହିଛି । ଯାହାଫଳରେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଏହି ଟ୍ରେନର ଇଞ୍ଜିନରେ କୌଣସି କାରଣବଶତଃ…

କଟକରୁ ୫୦ ଲକ୍ଷର ବାଣ ଜବତ

କଟକ: କଟକ ଜିଲ୍ଲା ଜଗତପୁର ନିକଟ ତ୍ରିଲୋଚନପୁର ଓ ମହାଜନପୁର ଗ୍ରାମରେ ପୋଲିସ ଶନିବାର ଦିନ ଚଢାଉ କରିବା ସହ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଅଧିକ ବାଣ ଜବତ କରିଛି । କୌଣସି ସୁତ୍ରରୁ ଖବର ପାଇ ଆଇଆଇସିଙ୍କ ନେତୃତ୍ୱରେ ଜଗତସିଂହପୁର ଥାନାର ୧୦ ଜଣିଆ ଟିମ୍ ଓ ୪ ପ୍ଲାଟୁନ ଫୋର୍ସ ଉକ୍ତ ଗ୍ରାମ…

କଟକରେ ଯୁବକଙ୍କୁ ଗୁଳିମାଡ ଅଭିଯୋଗ

କଟକ: କଟକ ଜିଲ୍ଲା ବାଙ୍କି ଅନ୍ତର୍ଗତ ମଧୁଆପଲ୍ଲି ରାସ୍ତା ନିକଟରେ କେହି ଦୁବୃର୍ତ୍ତ ଜଣେ ଯୁବକଙ୍କୁ ଗୁଳିମାଡ କରିବା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ସ୍ଥାନୀୟ ମଣିପୁର ଗ୍ରାମର ଅର୍ଜୁନ ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ବିଳମ୍ବିତ…

ଭାରତ-ଦକ୍ଷିଣ ଆଫ୍ରିକା ୩ୟ ଟେଷ୍ଟ, ଟସ୍ ଜିତି ଟିମ୍ ଇଣ୍ଡିଆର ବ୍ୟାଟିଂ ଆରମ୍ଭ

ରାଞ୍ଚି: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସମୁଦାୟ ୩ଟି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ ଖେଳାଯିବାକୁ ଥିବାବେଳେ ଶନିବାର ଦିନ ୩ୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେଉଛି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରାଞ୍ଚିର ଝାଡଖଣ୍ଡ ରାଜ୍ୟ କ୍ରିକେଟ୍ ସଂଘ(ଜେଏସସିଏ) ଷ୍ଟାଡିୟମ ଠାରେ ଏହି…

ବିଜେପୁର ଉପନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର, ସରଗରମ ରାଜନୀତି

ଭୁବନେଶ୍ୱର: ଆଗାମୀ ଅକ୍ଟୋବର ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଜେପୁର ଉପ ନିର୍ବାଚନ ଲାଗି ଶନିବାର ଦିନ ନିର୍ବାଚନ ପ୍ରଚାର ଶେଷ ହେଉଛି । ନିର୍ବାଚନ କମିଶନଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ଆଜି ସନ୍ଧ୍ୟା ସୁଦ୍ଧା ବିଜେପୁରରେ ରାଜନୈତିକ ଦଳଗୁଡିକର ନିର୍ବାଚନୀ ପ୍ରଚାର ସମାପ୍ତ ହେବ…