ପ୍ରଭାତ ବିଶ୍ୱାଳଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଲା: ଆସନ୍ତା କାଲି ଶୁଣାଣି
କଟକ/ଭୁବନେଶ୍ୱର : ଆଜି ଜୁନ ୨୫ ତାରିଖରେ ହିଁ ଥିଲା ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜାମିନ ଆବେଦନର ଶୁଣାଣି ତାରିଖ । କିନ୍ତୁ ଘୁଞ୍ଚି ଯାଇଛି ଜାମିନ ଆବେଦନର ଶୁଣାଣି ତାରିଖ । ତେବେ ଆସନ୍ତାକାଲିକୁ ଧାର୍ଯ୍ୟ କରାଯାଇଛି ଶୁଣାଣି ତାରିଖ ।
ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଗତ ଏପ୍ରିଲ ୨୫ରୁ…