ବିଶ୍ୱକପ ଫୁଟବଲ: ‘ମୁସା’ଙ୍କ ୨ଟି ଚମତକାର ଗୋଲରେ ନାଇଜେରିଆର ପ୍ରଥମ ବିଜୟ
ମସ୍କୋ : ଚଳିତ ଫିଫା ବିଶ୍ୱକପ ଫୁଟବଲ ଏବେ ବେଶ୍ ରୋଚକ ଆଡ଼କୁ ଗତି କରିବାରେ ଲାଗିଛି । ଆଫ୍ରିକୀୟ ଦେଶ ନାଇଜେରିଆ ଦଳର ଚର୍ଚ୍ଚିତ ଖେଳାଳୀ ଅହମ୍ମଦ ‘ମୁସା’ଙ୍କ ଦୁଇଟି ଆକର୍ଷଣୀୟ ଗୋଲ୍ ଜରିଆରେ ଆଇସଲ୍ୟାଣ୍ଡକୁ ୨-୦ ବ୍ୟବଧାନରେ ପରାସ୍ତ କରିଛି ।
ଆଇସଲ୍ୟାଣ୍ଡ ଦଳ ପ୍ରଥମକରି ବିଶ୍ୱକପରେ…