Latest Odisha News

BREAKING NEWS

ସୁପ୍ରିମକୋର୍ଟରେ ଶେଷ ହେଲା ଅଯୋଧ୍ୟା ବିବାଦର ଶୁଣାଣି; ସଂରକ୍ଷିତ ରହିଲା ଐତିହାସିକ ରାୟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମିବିବାଦର ପାରିସମାପ୍ତି ଘଟିଛି ।ସୁପ୍ରିମକୋର୍ଟ ବୁଧବାର ଦିନ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ଶେଷ କରି ଏହାର ରାୟକୁ ସଂରକ୍ଷିତ ରଖିଛନ୍ତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ଦ୍ଵାରା ନିର୍ଦ୍ଧାରିତ କରାଯାଇଥିବା ସମୟର ୧…

ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ଆଜି ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର: ମାତ୍ରାଧିକ ଭିଡକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଆଜି ଦୁଇଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଅଛି । ପ୍ରଥମ ଟ୍ରେନଟି ଭୁବନେଶ୍ୱର ରୁ ରାତ୍ର ୮ ଘଟିକାରେ ବାହାରି ବ୍ରହ୍ମପୁର, ବିଜୟନଗରମ ଓ ରାୟଗଡା ମାର୍ଗ ଦେଇ କୋରାପୁଟ ଯାତ୍ରା କରିବ ଓ ଏହି ଟ୍ରେନ ଦକ୍ଷିଣ ଓଡିଶା ଓ…

ଅମିତାଭ ବଚ୍ଚନଙ୍କ ସ୍ଥାନ ନେବେ ହ୍ରିତିକ୍‍ !

ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ବଲିଉଡର ମୋଷ୍ଟ ହ୍ୟାଣ୍ଡସମ ଆକ୍ଟର ହ୍ରିତିକ୍‍ ରୋଶନଙ୍କ ଚଳଚ୍ଚିତ୍ର ୱାର ବକ୍ସ ଅଫିସରେ ଧମାକା ସୃଷ୍ଟି କରିବା ପରେ ଏବେ ସେ ତାଙ୍କ ଆଗାମୀ ଚଳଚ୍ଚିତ୍ରର ଶୁଟିଂ ଆରମ୍ଭ କରିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଆଗାମୀ ସିନେମରେ ହ୍ରିତିକ୍‍ ବିଗ ବିଙ୍କ…

ଆରମ୍ଭ ହେଲା ରେଳବାଇର ‘ପ୍ରମୋସନ ଅନ୍‌ ହ୍ବିଲ’ ସେବା

ନୂଆଦିଲ୍ଲୀ: ସିନେମା, କଳା, ସଂସ୍କୃତି, ଖେଳ ଆଦିର ବିଜ୍ଞାପନ(ପ୍ରମୋସନ) ନିମନ୍ତେ ଭାରତୀୟ ରେଳ ପକ୍ଷରୁ ନିଆ ଯାଇଛି ଏକ ଭିନ୍ନ ପଦକ୍ଷେପ। ଆଜିଠାରୁ ଟ୍ରେନରେ ମଧ୍ୟ ଏହିସବୁର ପ୍ରଚାର- ପ୍ରସାର କରାଯିବା ନେଇ ରେଲମନ୍ତ୍ରଣାଳୟ ବୁଧବାର ଦିନ ଟ୍ୱିଟ କରି ଜଣାଇଛନ୍ତି ।…

କ୍ରୀଡ଼ା ସଚିବଙ୍କ ସହ ଓସଜା ପ୍ରତିନିଧି ଦଳର ସାକ୍ଷାତ

ଭୁବନେଶ୍ୱର: ଓଡ଼ିଶାର କ୍ରୀଡ଼ା ସାମ୍ବାଦିକ ସଂଘର ଏକ ପ୍ରତିନିଧି ଦଳ ସଭାପତି ସନ୍ଦୀପ ମିଶ୍ର ତଥା କାର୍ଯ୍ୟକାରୀ ସଭାପତି କେ. ରବିଙ୍କ ନେତୃତ୍ୱରେ ମଙ୍ଗଳବାର ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ବିଶାଳ ଦେବଙ୍କ ସହ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିଥିଲା ।…

ଏମିତି ଏକ ଗାଁ, ଯେଉଁଠି ଜନ୍ମ ନିଅନ୍ତି କେବଳ ଯାଆଁଳା ସନ୍ତାନ !

କୋଡିନ୍ନା: କୌଣସି ମାଆର ଯାଆଁଳା ସନ୍ତାନ ଜନ୍ମ ହେବାଟା କିଛି ଆଶ୍ଚର୍ଯ୍ୟକର ଘଟଣା ନୁହେଁ । କିନ୍ତୁ କେରଳର ମଲ୍ଲମପୁର ଜିଲା କୋଡିନ୍ନା ଗାଁରେ ଜନ୍ମ ହେଉଥିବା ଯାଆଁଳା ସନ୍ତାନଙ୍କ କଥା ଟିକେ ନିଆରା । ଏଠାରେ ପ୍ରାୟ ଅଧିକାଂଶ ମାଆ ଯାଆଁଳା ସନ୍ତାନ ଜନ୍ମ ଦେଇଥାଆନ୍ତି। ବର୍ତ୍ତମାନ ଏଠାରେ…

କଟକ ଏସସିବିରେ ଡେଙ୍ଗୁ ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁ

କଟକ: କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ(ଏସସିବି) ରେ ବୁଧବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଘଟିଛି । ମୃତକ ରୋଗୀଙ୍କ ନାମ ରମା ବାରିକ (୫୦) ଏବଂ ସେ ପୁରୀ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି। ସୂଚନା ଅନୁଯାୟୀ…

ଜମ୍ମୁ ଓ କାଶ୍ମୀର: ସୁରକ୍ଷାବାହିନୀର ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀର ଅନ୍ତର୍ଗତ ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘଟିଥିବା ଗୁଳି ବିନିମୟରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ନିକଟରେ ଜମ୍ମୁ ଓ କାଶ୍ମୀରରେ ପୋଷ୍ଟପେଡ୍ ମୋବାଇଲ୍ ସେବାକୁ ସକ୍ରିୟ କରାଯିବା ପରେ ଏହା ପ୍ରଥମ ଘଟଣା ବୋଲି ସୁତ୍ରରୁ…

ଦୀର୍ଘ ସମୟ କମ୍ପ୍ୟୁଟର ସାମ୍ନାରେ ବସିବାକୁ ପଡୁଥିଲେ, ଆପଣାନ୍ତୁ ଏହିସବୁ ଉପାୟ

ଭୁବନେଶ୍ୱର: ଆଜିର ସମୟରେ ସାଧାରଣତଃ ଲୋକେ ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର ସମ୍ମୁଖରେ ବସି କାର୍ଯ୍ୟ କରୁଛନ୍ତି। ମାତ୍ର ଏହା ଶରୀର ଉପରେ କେତେ କୁପ୍ରଭାବ ପକାଉଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ କମ୍ପ୍ୟୁଟର ଆଗରେ ଦୀର୍ଘ ସୟମ ଧରି ବସି କାମ କରିବା ସମୟରେ କେଉଁ ଦିଗ…

ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍ ଏକଦିବସୀୟ ମ୍ୟାଚ୍ !

କଟକ: ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁ ଥିବା ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାନେଇ ଆଶା ଉଜ୍ଜିବୀତ ରହିଥିବା ବୁଧବାର ଦିନ ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପକ୍ଷରୁ ସୂଚନା ମିଳିଛି । ବାତ୍ୟା ‘ଫନି’ ଦ୍ୱାରା ବାରବାଟୀରେ ହୋଇଥିବା…