Latest Odisha News

BREAKING NEWS

ଚାଷୀଙ୍କୁ ଗରମ, କଂପାନୀଙ୍କୁ ନରମ

ଚାଷୀଙ୍କୁ ଗରମ, କଂପାନୀଙ୍କୁ ନରମ ବିଚିତ୍ର ବିଶ୍ୱାଳ ଗତ କିଛି ଦିନ ତଳେ ଅର୍ଥନୈତିକ ମାନ୍ଦାବସ୍ଥା ଉପରେ ଫେସବୁକରେ ଗୋଟେ ପୋଷ୍ଟ ବହୁତ ଲୋକଙ୍କର ପସନ୍ଦ ଆସିଥିଲା । କିଏ ଜଣେ ଫେସବୁକରେ ଲେଖିଥିଲେ ଯେ ଚାଷରେ ମାନ୍ଦାବସ୍ଥା ବେଳେ ଚାଷୀ ଯେମିତି ତା ତିରିଶ ଟଙ୍କା କିଲୋ ପିଆଜକୁ ମାତ୍ର ପାଂଚ…

ପାଠ୍ୟକ୍ରମରେ ଅନ୍ତର୍ଭୃକ୍ତ ହୋଇପାରେ ଧାରା ୩୭୦: ବିଜେପି ମୁଖ୍ୟ

ପୁଣେ: ବିଦ୍ୟାଳୟ ପାଠ୍ୟକ୍ରମରେ ଜମ୍ମୁ ଓ କାଶ୍ମୀରରେ ଉଚ୍ଛେଦ ହୋଇଥିବା ବହୁ ଚର୍ଚ୍ଚିତ ଧାରା ୩୭୦ ଅନ୍ତର୍ଭୃକ୍ତ ହେବାନେଇ ଭାରତୀୟ ଜନତା ପାର୍ଟି (ବିଜେପି) କାର୍ଯ୍ୟକାରୀ ସଭାପତି ଜେ ପି ନଡ୍ଡା ଇଙ୍ଗିତ ପ୍ରଦାନ କରିଛନ୍ତି । ଏକ ସଭାକୁ ସମ୍ବୋଧିତ କରିବା ଅବସରରେ ସୋମବାର ସନ୍ଧ୍ୟାରେ…

ମନୋଜ ଦାସଙ୍କ ସାହିତ୍ୟରେ ଆଧ୍ୟାତ୍ମିକତାକୁ ନେଇ ଜାତୀୟ ସଂପାନ

ବାଲେଶ୍ଵର: ମନୋଜ ଦାସଙ୍କ ଭିତରେ ଆଧ୍ୟାତ୍ମିକତାର ଅନ୍ଵେଷଣ ବାଲ୍ୟକାଳରୁ ଆସିଥିଲା। ପରବର୍ତ୍ତୀ ସମୟରେ ଏହା ତାଙ୍କ ସାହିତ୍ୟର ପ୍ରତିଫଳିତ ହେଇଥିଲା। ସେ ହେଉଛନ୍ତି ଭାରତୀୟ ସଂସ୍କୃତି ଓ ସଂସ୍କାରର ଜଣେ ବିଶ୍ଵସ୍ତ ପ୍ରତିନିଧି। ତାଙ୍କ ଆଧ୍ୟାତ୍ମର ଅନ୍ଵେଷଣ ତାଙ୍କ ଜୀବନର ନିର୍ମାଣରେ ମଧ୍ୟ…

ବ୍ରାହ୍ମଣୀ ବ୍ରିଜରୁ ଖସିଲା ସ୍ଲାବ୍, ଯାତାୟାତ ବାଧାପ୍ରାପ୍ତ

ରାଉରକେଲା: ସୁନ୍ଦରଗଡ ଜିଲ୍ଲାର ରାଉରକେଲା ସ୍ଥିତ ବ୍ରାହ୍ମଣୀ ବ୍ରିଜ୍ ଉପରୁ ମଙ୍ଗଳବାର ଦିନ ଏକ ସ୍ଲାବ୍ ଖସି ପଡିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ମିଳିଥିବା ସୂଚନାନୁଯାୟୀ ଉକ୍ତ ବ୍ରିଜ୍ ଉପରେ ଭାରୀ ଯାନ ଚଳାଚଳ କରୁଥିବା ଯୋଗୁଁ ଏହି ସ୍ଲାବ୍ ଖସିପଡିଛି ।…

ପୁଣି ବୃଦ୍ଧି ହେଲା ସୁନାଦର, ଜାଣନ୍ତୁ କେତେ ରହିଛି ବଜାର ମୂଲ୍ୟ

ନୂଆଦିଲ୍ଲୀ: ଗତ କିଛିଦିନ ହେବ ସୁନାରୁପା ଦର କ୍ରମାଗତ ଭାବେ ହ୍ରାସ ପାଉଥିବା ବେଳେ, ମଙ୍ଗଳବାର ଏଥିରେ ସାମାନ୍ୟ ବୃଦ୍ଧି ଘଟିଥିବା ପାରିଲିଖିତ ହୋଇଛି । ସୁନାମୂଲ୍ୟ ପ୍ରତି ୧୦ ଗ୍ରାମରେ(୨୪ କ୍ୟାରେଟ) ୧୪୯ ଟଙ୍କା ବୃଦ୍ଧି ହୋଇ ୩୭,୮୪୦ ଟଙ୍କାରେ ପହଞ୍ଚିଛି । ତେବେ ଖାଲି ସୁନା ନୁହେଁ…

ମାର୍ଚ୍ଚ ପ୍ରଥମ ସପ୍ତାହରୁ +୨ ଥିଓରୀ ପରୀକ୍ଷା ଆରମ୍ଭ !

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ଏକ୍ସଲେଗୁଲାର ଛାତ୍ରଛାତ୍ରୀଙ୍କ ଲାଗି ବାର୍ଷିକ ଯୁକ୍ତ ୨ ପ୍ରାକ୍ଟିକାଲ୍ ଓ ଥିଓରୀ ପରୀକ୍ଷାର ସମୟ ସୂଚୀ ମଙ୍ଗଳବାର ଦିନ ଘୋଷଣା କରାଯାଇଛି । ଜାରି ବିଜ୍ଞପ୍ତି ଅନୁଯାୟୀ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର…

ଆମେରିକାରେ ମୋଦୀ; ଆଜି ଟ୍ରମ୍ପଙ୍କ ସହ କରିପାରନ୍ତି ଆତଙ୍କବାଦ ପ୍ରସଙ୍ଗରେ ଆଲୋଚନା !

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତର ଆଜି ହେଉଛି ୪ର୍ଥ ଦିନ । ମୋଦୀ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣିଥରେ ଭେଟିବାର କାର୍ଯ୍ୟକ୍ରମ ରହିଛି । ଉଭୟ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବାର ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମ…

ଘଡଘଡି ସହ ବର୍ଷା ଆଶଙ୍କା: ୧୨ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ନୟାଗଡ,ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ,…

ଆନ୍ଧ୍ର ସୀମାରେ ଗୁଳି ବିନିମୟ, ୨ ମାଓବାଦୀ ନିହତ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସ୍ଥିତ ଜି.କେ. ବିଧି ଥାନା ଅନ୍ତର୍ଗତ ମାଡିଗାମାଲୁ ଗ୍ରାମ ନିକଟରେ ସୁରକ୍ଷାବଳ ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଅଞ୍ଚଳରେ ମାଓବାଦୀମାନେ ସହିଦ ସପ୍ତାହ…