Latest Odisha News

BREAKING NEWS

ସଚିନ ତେନ୍ଦୁଲକରଙ୍କ ସମ୍ପତ୍ତି ବିଷୟରେ ଜାଣିଲେ ଉଡିଯିବ ହୋସ୍

ମୁମ୍ବାଇ: କ୍ରିକେଟ ଜଗତର ବାଦଶାହା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୧୦ ହଜାରରୁ ୧୧ ହଜାର କୋଟି ହେବ । ଯାହା ମଧ୍ୟରେ ରହିଛି ତାଙ୍କ ଘର ଗାଡି ଓ ଅନ୍ୟାନ୍ୟ ସମସ୍ତ ସମ୍ପତ୍ତି । ଜାଣନ୍ତୁ ସଚିନଙ୍କ ପାଖରେ ଥିବା ଘର ଓ ଗାଡିର ମୂଲ୍ୟ... ସଚିନଙ୍କ ଘର:…

ସୋଆରେ ହେମୋଫିଲିଆ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ ହେମାଟୋଲୋଜି ବିଭାଗ ଏବଂ ହେମୋଫିଲିଆ ସୋସାଇଟି ଭୁବନେଶ୍ୱରର ମିଳିତ ସହଯୋଗରେ ହେମୋଫିଲିଆ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି…

ପୁରୀ ବଡ଼ଦାଣ୍ଡ ଉଚ୍ଛେଦ ପ୍ରକିୟା ଚାଲୁ ରହିବ: ଜିଲ୍ଲାପାଳ

ପୁରୀ: ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଏବଂ ୧୫ ଜଣିଆ ସଦସ୍ୟଙ୍କ କମିଟି ମଧ୍ୟରେ ବୁଧବାର ଦିନ ପୂର୍ବ ନିର୍ଦ୍ଧାରିତ ବୈଠକ ସମାପ୍ତ ହୋଇଥିଲେ ମଧ୍ୟ କମିଟିକୁ ନିରାଶ ହେବାକୁ ପଡ଼ିଛି । ଏହି ଉଚ୍ଛେଦ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କମିଟିର ପ୍ରସ୍ତାବକୁ ଜିଲ୍ଲାପାଳ ଅଗ୍ରାହ୍ୟ…

କେବିସିର ହଟ୍ ସିଟ୍ ଯାଏଁ ପହଞ୍ଚିବା ଏବେ ହେଲା ସହଜ, ଜାଣନ୍ତୁ କେମିତି

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ଶୋ' 'କୌନ ବନେଗା କରୋଡ଼ପତି' ଘରେ ଘରେ ନିଜର ଏକ ସ୍ୱତନ୍ତ୍ର ଲୋକପ୍ରିୟତା ହାସଲ କରିପାରିଛି । ଏହାକୁ ଖେଳିବାକୁ ହେଲେ ଅନେକ ସ୍ତର ଦେଇ ହଟ୍ ସିଟ ଯାଏଁ ପହଞ୍ଚିବାକୁ ପଡେ । ଏହାପରେ ଆରମ୍ଭ ହୁଏ ଖେଳ। ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଉପସ୍ଥାପନା…

ପିଚୁ ପକାଇ ଶ୍ରମିକଙ୍କ ସହ ରାସ୍ତା କାମ କଲେ ବିଧାୟକ !

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଶ୍ରମିକମାନଙ୍କ ସହ ମିଶି ଜଣେ ବିଧାୟକ ସଡକ ନିର୍ମାଣ କରୁଥିବା ନଜରକୁ ଆସିଛି । ସେହି ରାଜନେତା ଜଣକ ଉମରକୋଟର ବିଧାୟକ ନିତ୍ୟାନନ୍ଦ ଗଣ୍ଡ ହୋଇଥିବାବେଳେ ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର୍ ଧରିଛି । ସମ୍ପୃକ୍ତ ବିଧାୟକ ଜଣକ କୋଦାଳ ଧରି…

ଜଙ୍ଗଲ ସୁରକ୍ଷା ଦାବିରେ ରାସ୍ତାକୁ ଓହ୍ଲାଇଲେ ବଲିଉଡ ତାରକା

ମୁମ୍ବାଇ: ପରିବେଶ ସୁରକ୍ଷା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ବଲିଉଡର ଆଗଧାଡ଼ିର କିଛି କଳାକାର । ମୁମ୍ବାଇର ଆରା ଅଞ୍ଚଳରେ ମେଟ୍ରୋ କାର୍‌ ଶେଡ୍‌ ପାଇଁ ୨୭୦୦ ଗଛ କଟାଯିବା ନିଷ୍ପତ୍ତି ନେଇଛନ୍ତି ସରକାର । ସରକାରଙ୍କ ଏହି ନିଷ୍ପତ୍ତିକୁ ଅନେକ ମହଲରେ ଲଗାତାର ବିରୋଧ କରାଯାଉଥିବା ବେଳେ କିଛି…

ସହଯୋଗୀଙ୍କୁ ଚାପୁଡା ମାରିଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଭିଡିଓ ଭାଇରାଲ

ବାଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା ବୁଧବାର ଦିନ ନିଜର ସହଯୋଗୀଙ୍କୁ ମାଡ ମାରୁଥିବା ବେଳର ଏକ ଭିଡିଓ ଭାଇରାଲ ହେବାପରେ ଚର୍ଚ୍ଚା ଜୋର୍ ଧରିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ହାଟରେ ପରିବା ବଦଳରେ ବିକ୍ରି ହେଉଛନ୍ତି କନିଆ !

ଭୁବନେଶ୍ୱର: ପରିବା ହାଟ, ଗାଈ ହାଟ କଥା ତ ଶୁଣିଥିବେ, ହେଲେ କେବେ ଶୁଣିଛନ୍ତି କି କନିଆ ହାଟ ! ଏମିତି ଏକ ହାଟ ଯେଉଁଠି ବିବାହ ପାଇଁ ମିଳନ୍ତି ନିଜ ମାନପସନ୍ଦର ନାବାଳିକା ଝିଅ । ଆଉ ଏସବୁର ସୂତ୍ରଧର ସାଜନ୍ତି ନିଜେ ବାପା, ମାଆ । ସତରେ ଆମ ଦୁନିଆ ବଡ଼ ଅଜବ । କେଉଁଠି ବାପା ମା ମାନେ…

ଶ୍ରୀମତୀ

ଶ୍ରୀମତୀ ଶ୍ରୀଯୁକ୍ତ ସତ୍ୟାନାଶ ଭାଗବାନଙ୍କ ସୃଷ୍ଟିରେ ପତିପତ୍ନୀଙ୍କର ଯୋଡ଼ି ଅତୀବ ସୁନ୍ଦର, ଠିକ୍ ଯେମିତି ଯୋଡ଼ି ବିରିିଆନୀ ସାଙ୍ଗେ କଚମ୍ବର । ପତ୍ନୀଙ୍କୁ ମୁଁ କଚମ୍ବର କହୁଚି ଭାବି ପତ୍ନୀ କେହି କରନ୍ତୁ ନାହିଁ ରାଗ, କାରଣ...ବୁଝିବାରେ ଅସୁବିଧା ନାଇଁ ବିରିଆନୀଟା 'ଈ'କାର…

ଘଡଘଡି ସହ ବର୍ଷା ଆଶଙ୍କା: ରାଜ୍ୟର ୭ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୭ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ବୁଧବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ପୁରୀ, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ଖୋର୍ଦ୍ଧା…