ଅଗଷ୍ଟ କ୍ରାନ୍ତି ଦିବସ: ଆଜିର ଦିନରେ ସ୍ୱାଧୀନତା ଲାଗି ଶଙ୍ଖନାଦ କରିଥିଲେ ଗାନ୍ଧିଜୀ
ଭୁବନେଶ୍ୱର: ଭାରତକୁ ସ୍ୱାଧୀନତା ପ୍ରଦାନ କରିବା ଲାଗି ଅନେକ ଜନ ଆନ୍ଦୋଳନ ମୁଣ୍ଡ ଟେକିଥିବା ବେଳେ ୧୯୪୨ ମସିହା ଅଗଷ୍ଟ ୯ ତାରିଖରେ ଜାତିର ପିତା ମହାତ୍ମାଗାନ୍ଧୀ ଭାରତ ଛାଡ ଆନ୍ଦୋଳନର ମୂଳଦୁଆ ପକାଇଥିଲେ।
ଖାସକରି ଏହିଦିନକୁ ମନେ ରଖିବା ତଥା ସ୍ୱାଧିନତା ପାଇଁ ନିଜ ପ୍ରାଣର ଆହୁତି…