ହଂସପାଳରେ ‘ଫ୍ଲାଏ ଓଭର’ ନିର୍ମାଣ ଲାଗି ଗଡ଼କରୀଙ୍କୁ ଭେଟିଲେ ଅପରାଜିତା
ଭୁବନେଶ୍ୱର: ଭୁବନେଶ୍ୱର ସଂସଦୀୟ ନିର୍ବାଚନ ମଣ୍ଡଳୀର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଶୁକ୍ରବାର ଦିନ କେନ୍ଦ୍ର ସଡ଼କ ପରିବହନ ତଥା ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ୍ୁ ନୂଆଦିଲ୍ଲୀଠାରେ ଭେଟିଛନ୍ତି । ଏହି ଅବସରରେ ଅପରାଜିତା ବାରମ୍ବାର ହଂସପାଳ ପରି ଆକ୍ସିଡ଼େଣ୍ଟ୍ ଜୋନ ଲାଗି ଏକ ଫ୍ଲାଏ…