Latest Odisha News

BREAKING NEWS

କବିବର ରାଧାନାଥ ରାୟ ବନାମ କ୍ରାନ୍ତିକାରୀ ଅନ୍ନପୂର୍ଣ୍ଣା ଦେବୀ

କବିବର ରାଧାନାଥ ରାୟ ବନାମ କ୍ରାନ୍ତିକାରୀ ଅନ୍ନପୂର୍ଣ୍ଣା ଦେବୀ  କେଦାର ମିଶ୍ର  ଇତିହାସ ବିଷୟରେ ଲେଖିବାର ଗୋଟେ ଅଲଗା ମଜା ଅଛି। ଇତିହାସର ଗତିପଥ ବଡ ଜଟିଳ। ଅନେକ ସମୟରେ ଲାଗେ ରାସ୍ତା ସରିଯାଇଛି, ହେଲେ ସେହିଠୁ ହିଁ ନୂଆ ଏକ ରାସ୍ତା ଆରମ୍ଭ ହୁଏ। ଗତ ଶୁକ୍ରବାର ଯେତେବେଳେ ମୁଁ…

‘କାରଗିଲ୍ ବିଜୟ ଦିବସ’: ଆଜି ଭାରତ ଆଗରେ ମୁଣ୍ଡ ନୁଆଁଇଥିଲା ପାକିସ୍ତାନ

ଭୁବନେଶ୍ୱର: ଆଜି ହେଉଛି ‘କାରଗିଲ୍ ବିଜୟ ଦିବସ’ । ୧୯୯୯ ମସିହା ଜୁଲାଇ ମାସ ୨୬ ତାରିଖରେ ଭାରତୀୟ ସେନାର ‘ଅପରେସନ ବିଜୟ’ ଅଭିଯାନ ସଫଳ ହେବାସହ ପାକିସ୍ତାନୀ ଅନୁପ୍ରବେଶକାରୀ ମାନେ ଦଖଲ କରିଥିବା ସମସ୍ତ ଘାଟି ହରାଇଥିଲେ । ପାକିସ୍ତାନ ବିପକ୍ଷରେ ବୀରତ୍ୱର ସହ ଯୁଦ୍ଧ କରି ବିଜୟ…

ଅନେକ ରୋଗରୁ ରକ୍ଷାକରେ ‘ଲେମ୍ବୁପାଣି’

ଲେମ୍ବୁପାଣିର ନିୟମିତ ବ୍ୟବହାର ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ହଜମ ପକ୍ରିୟା ମଧ୍ୟ ଠିକ୍ ରହିଥାଏ । ଲେମ୍ବୁପାଣି ମଧ୍ୟ ଶରୀରର ପି.ଏଚର ସ୍ତରକୁ ସନ୍ତୁଳିତ ରଖେ। ସାଇଟ୍ରସ ଫଳମାନଙ୍କରେ ଭିଟାମିନ-ସି ପ୍ରଚୁର ପରିମାଣରେ ଭରି ରହିଥାଏ । ଏହାଦ୍ୱାରା ଶରୀରରେ…

ଶେଷରେ ଜେଲରୁ ମୁକୁଳିଲେ ମାନ୍ୟବର…

କଟକ: ଆତ୍ମଘୋଷିତ ଧର୍ମଗୁରୁ ବାବା ସାରଥୀ ପ୍ରାୟ ୪ ବର୍ଷ ପରେ ଗୁରୁବାର ଦିନ ଚୌଦ୍ୱାର କେନ୍ଦ୍ରୀୟ ଜେଲରୁ ମୁକୁଳିଛନ୍ତି । ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ, ଜୁଲାଇ ୨୨ ତାରିଖରେ ବାବା ସାରଥୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଥିଲା । ଏହି ସର୍ତ୍ତମୂଳକ ବେଲ ଅନୁଯାୟୀ,…

ଭାରତୀୟ ଜାତୀୟ ହକିଦଳରେ ସାମିଲ୍ ହେଲେ ୨ ଓଡ଼ିଆ ଖେଳାଳି

ଭୁବନେଶ୍ୱର: ଓଡ଼ିଶାର ୨ଜଣ ଉଦୀୟମାନ ହକି ଖେଳାଳି ନୀଲମ୍ ସଞ୍ଜୀବ ଖେସ୍ ଏବଂ ଆଶୀଷ ଟପ୍ନୋ ଭାରତୀୟ ଜାତୀୟ ଦଳରେ ସାମିଲ୍ ହୋଇଛନ୍ତି । ଓଡ଼ିଶାର ଏହି ଦୁଇଜଣ ଖେଳାଳି ଅଗଷ୍ଟ ୧୭ରେ ଜାପାନଠାରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟ ଲାଗି ମନୋନୀତ ହୋଇଥିବା ୧୮ ଜଣିଆ ଭାରତୀୟ ଜାତୀୟ…

ସୁନ୍ଦରଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା: ଅଭିଯୁକ୍ତ ଗିରଫ

ସୁନ୍ଦରଗଡ: ସୁନ୍ଦରଗଡରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତ ଜଣଙ୍କ ହେଉଛି କୁଲଦୀପ ମଗର । ପୋଲିସର କହିବା ଅନୁଯାୟୀ ଅଭିଯୁକ୍ତ ଜଣକ ନାବାଳିକାକୁ ବଳାତ୍କାର କରିବା ସହ ତା ତଣ୍ଟି ଚିପି ହତ୍ୟା କରିଥିବା ସ୍ୱୀକାର କରିଛି ।…

ବାହୁବଳୀଙ୍କ କ୍ରେଜ: ରିଲିଜ ହେବାକ୍ଷଣି ସୋସିଆଲ ମିଡିଆରେ ଛାଇଗଲା ‘ସାହୋ’ର ପୋଷ୍ଟର

ମୁମ୍ବାଇ: ବାହୁବଳୀ ଷ୍ଟାର ପ୍ରଭାସଙ୍କ ଆଗାମୀ ସିନେମା ‘ସାହୋ’ର ନୂଆ ପୋଷ୍ଟର ରିଲିଜ ହେଉହେଉ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ସିନେମାରେ ପ୍ରଭାସଙ୍କ ବିପକ୍ଷରେ ଶ୍ରଦ୍ଧା କପୂର ନଜର ଆସିବେ । ପ୍ରଭାସ ଓ ଶ୍ରଦ୍ଧା ଥିବା ପୋଷ୍ଟରକୁ ତରୁଣ ଆଦର୍ଶ ନିଜ ଟ୍ୱିଟର ଆକାଉଣ୍ଟରେ…

ବିରୋଧୀ ଦଳଙ୍କ ବିରୋଧ ସତ୍ୱେ ‘ତିନି ତଲାକ୍’ ବିଲ୍ ଲୋକସଭାରେ ପାରିତ ହେଲା

ନୂଆଦିଲ୍ଲୀ: ମୁସଲିମ ମହିଳାଙ୍କ ବୈବାହିକ ଅଧିକାର ସୁରକ୍ଷା ସମ୍ପର୍କୀତ ‘ତିନି ତଲାକ୍’ ବିଲ୍ ଲୋକସଭାରେ ପାସ୍ ହୋଇଛି । ଗୁରୁବାର ଦିନ ଲୋକସଭାରେ ବିରୋଧୀ ଦଳଙ୍କ ପ୍ରବଳ ହଟ୍ଟଗୋଳ ସହିତ ଏହି ବିଲଟିକୁ ବିରୋଧ କରାଯାଇଥିଲା । ଏହା  ସତ୍ୱେ ବିଲ୍ ଟି ଗୃହରେ ପାରିତ ହୋଇଛି । ଏହି ‘ତିନି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା୨୬-୦୭-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୨୬ ରିଖ ଶୁକ୍ରବାର କର୍କଟ ୧୦ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ନବମୀ ତିଥି ଦ୍ବିଜା ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର-: ବିଛା ଧନୁ ମୀନ ରାଶିର ଘାତ…

ସଂସଦରେ ଗୃହିତ ହେଲା ଆରଟିଆଇ ସଂଶୋଧନ ବିଲ୍

ନୂଆଦିଲ୍ଲୀ: ନିକଟରେ ଲୋକସଭାରେ ଗୃହୀତ ହେବା ପରେ ସୂଚନା ଅଧିକାର ଆଇନ(ଆରଟିଆଇ) ସଂଶୋଧନ ବିଲ, ୨୦୧୯ ଆଜି ରାଜ୍ୟ ସଭାର ଅନୁମୋଦନ ଲାଭ କରିଛି ।  ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ କହିଥିଲେ ଯେ ଆରଟିଆଇ ଆଇନର ସ୍ୱାଧୀନତା ଉପରେ ଉପରେ ଅଙ୍କୁଶ ଲଗାଇବାର କୌଣସି ଉଦ୍ଦେଶ୍ୟ…