ଡ଼ିଜେଲ୍ ଦର ବୃଦ୍ଧି ଘଟିବା ସହିତ ଓଡ଼ିଶାରେ ବଢିଲା ବସ୍ ଭଡ଼ା
ଭୁବନେଶ୍ୱର: ଯାନବାହନର ଇନ୍ଧନ ଡ଼ିଜେଲ୍ ଦର ବୃଦ୍ଧି ଘଟିବା ସହିତ ଓଡ଼ିଶାରେ ବୃଦ୍ଧି ପାଇଛି ବସ୍ ଭଡ଼ା । ଏହି ବସ୍ ଭଡ଼ା ବୃଦ୍ଧି ନେଇ ଆଜି ସଂପୃକ୍ତ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ମିଳିଥିବା ସୂଚନାନୁଯାୟୀ, ରାଜ୍ୟରେ ଅର୍ଡ଼ିନାରୀ ବସ୍ ଭଡ଼ା ୬୯ ପଇସା ବୃଦ୍ଧି ଘଟିଛି । ପୂର୍ବରୁ ଏହି…