Latest Odisha News

BREAKING NEWS

ସ୍ମୃତି ମାନ୍ଧନା ଓ ବିରାଟ କୋହଲୀଙ୍କୁ ‘ୱିଜଡ଼େନ କ୍ରିକେଟର୍ ଅଫ ଦ ଇୟର’ ପୁରସ୍କାର

ନୂଆଦିଲ୍ଲୀ: ବିଶ୍ୱର ଶ୍ରେଷ୍ଠ କ୍ରିକେଟ ସମ୍ମାନ କହିଲେ ଇଂଲଣ୍ଡର ୱିଜଡ଼େନ ସଂସ୍ଥା ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ପୁରସ୍କାରକୁ ବୁଝାଇଥାଏ । ଭାରତୀୟ କ୍ରିକେଟ କପ୍ତାନ ବିରାଟ କୋହଲୀ ଲଗାତର ୩ୟ ଥର ଲାଗି ‘ୱିଜଡ଼େନ କ୍ରିକେଟର୍ ଅଫ ଦ ଇୟର’ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।…

ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ‘କାଳିଆ ଯୋଜନା’କୁ କେହି ବନ୍ଦ କରିପାରିବେ ନାହିଁ: ନବୀନ

ସୁନ୍ଦରଗଡ଼: “ଆପଣମାନେ କାଳିଆ ଯୋଜନା ବିଷୟରେ ସମସ୍ତେ ଜାଣନ୍ତି, ଏପର୍ଯ୍ୟନ୍ତ, ପ୍ରାୟ ୪୦ ଲକ୍ଷରୁ ଅଧିକ ଚାଷୀ ଏହି ଯୋଜନାରେ ଉପକୃତ ହୋଇପାରିଛନ୍ତି । ମାତ୍ର ବିଜେପି ଏହି କାଳିଆ ଯୋଜନାକୁ ବନ୍ଦ କରିବାକୁ ଚେଷ୍ଟା କରୁଛି । ଚାଷୀମାନଙ୍କୁ ଆମେ ନ୍ୟାୟ ଦେବାରୁ ବଞ୍ଚିତ କରିବାକୁ ଚେଷ୍ଟା କରୁଛି…

ରାଉରକେଲାରେ ଜବତ ହେଲା ୨୭ ଲକ୍ଷରୁ ଅଧିକ ଟଙ୍କା

ରାଉରକେଲା: ରାଉରକେଲା ବିସ୍ରା ନିକଟବର୍ତ୍ତୀ ମହିପାଣି ଛକରେ ପଞ୍ଜିକୃତ ହୋଇନଥିବା ଏକ ଅଡ଼ି କାରରୁ ବୁଧବାର ଦିନ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡ଼ ୨୭ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ମିଳିଥିବା ସୂଚନାନୁଯାୟୀ, ପୋଲିସ ପକ୍ଷରୁ ଅତର୍କିତ ଭାବରେ ଏକ ଯାନବାହନ ଯାଞ୍ଚ ସମୟରେ ଏହି…

ମୋଦିଙ୍କ ବାୟୋପିକ ରିଲିଜରେ ନିର୍ବାଚନ କମିଶନ ଲଗାଇଲେ ଅଙ୍କୁଶ

ନୂଆଦିଲ୍ଲୀ : ଭାରତ ନିର୍ବାଚନ ଆୟୋଗ ବୁଧବାର ଦିନ ‘ପିଏମ ନରେନ୍ଦ୍ର ମୋଦି’ ବାୟୋପିକ ରିଲିଜ ଉପରେ ରୋକ୍ ଲଗାଇଛନ୍ତି । ଏଥିସହିତ ସାଧାରଣ ନିର୍ବାଚନ ନସରିବା ପୂର୍ବରୁ ଏହି ଫିଲ୍ମକୁ ରିଲିଜ ପାଇଁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ନିର୍ବାଚନ ଆୟୋଗ ପ୍ରକାଶ କରିଛନ୍ତି। ଏହି ବାୟୋପିକ…

ଓଡିଶାର ୮ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର : ଓଡିଶାର ପ୍ରାୟ ୮ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବୁଧବାର ଦିନ ପୂର୍ବାନୁମାନ କରାଯାଇଛି । ଭାତୀୟ ପାଣିପାଗ ବିଭାଗ (ଆଇଏମଡି)ର ସତର୍କ ସୂଚନା ଅନୁଯାୟୀ ଓଡିଶାର ୮ଟି ଜିଲ୍ଲାର ଗୋଟିଏ କିମ୍ବା…

ଜାଣନ୍ତୁ, ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କେଉଁ ଦଳରୁ କିଏ ଲଢୁଛନ୍ତି…

ଭୁବନେଶ୍ୱର: ଆଉ ମାତ୍ର କିଛି ଘଣ୍ଟା ପରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟଦାନ ଆରମ୍ଭ ହେବାକୁ ଯାଉଛି । ଏହି ନିର୍ବାଚନରେ ଓଡ଼ିଶାରେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ରାଜ୍ୟର ୩ଟି ପ୍ରମୁଖ ରାଜନୈତିକ ଦଳ ଯଥାକ୍ରମେ ବିଜେଡ଼ି, ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀମାନଙ୍କର ଭାଗ୍ୟ…

ପାରିଜାତ

ପାରିଜାତ ଶୁଭଶ୍ରୀ ମହାରଣା ସରଗର ପାରିଜାତ ଚାହେଁ ନାହିଁ ଚାହେଁ ନାହିଁ ଦୁର୍ମୂଲ୍ୟ ସମ୍ପତ୍ତି ଚାହେଁ ନାହିଁ ଇନ୍ଦ୍ରଧନୁ ସାତରଙ୍ଗ ଚାହେଁ ନାହିଁ ହୀରା ଲୀଳା ମୋତି। ଚାହେଁ ଖାଲି ଟିକେ ନିବିଡତା ଭରିଥିବ ପ୍ରେମ ପିଆସାରେ ସେଥିରେ ମୁଁ ମିଶାଇବି ମୋ ଆତ୍ମୀୟତା ଇତିହାସ ରଚିବ…

ଛାତିତଳର କଥା

ଛାତିତଳର କଥା ଅମିୟ ବେଜ୍ ― ଏଇ ଦେହଟାରେ ଛୁରୀ କତୁରୀ ଚାଲିବ ? ପୁଣି ଛୁଞ୍ଚି ଫୋଡି ସିଲେଇ ହେବ । ଶେଷକୁ କଟାମଟା ଦାଗ ଛାଡ଼ିଦେଇ ଯିବ ସବୁଦିନକୁ ? ନାଃ ! ଥାଉ । ସେଇମିତି ଅକଟା ଥା' ତୁମେ । ଦର୍କାର ନାହିଁ ଆମର । ଆଉରି କେତେ ରକମର ବ୍ୟବସ୍ଥା ଅଛି। ନୋଇଲେ ନିଜକୁ ଟିକେ ସମ୍ଭାଳି…

‘ରାଫେଲ୍ ଯୁଦ୍ଧବିମାନ’ ମାମଲାରେ କେନ୍ଦ୍ରକୁ ଝଟକା, ସୁପ୍ରିମକୋର୍ଟରେ ହେବ ପୁନର୍ବାର ଶୁଣାଣି

ନୂଆଦିଲ୍ଲୀ : କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟରୁ ରାଫେଲ ଯୁଦ୍ଧବିମାନ ସମ୍ପର୍କୀତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବୀଜ ଲିକ୍ ହୋଇଥିବା ବେଇ ସୁପ୍ରିମକୋର୍ଟରେ ଆବେଦନକାରୀଙ୍କ ମାମଲା ଉପରେ ସରକାର ଆପତ୍ତି ଉଠାଇଥିଲେ, ମାତ୍ର ଏନେଇ କେନ୍ଦ୍ର ସରକାର କରିଥିବା ପିଟିସନକୁ ବୁଧବାର ଦିନ ସୁପ୍ରିମକୋର୍ଟ…

ପୁରୀ: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାପ ଓ ପୁଅ ମୃତ

ପୁରୀ : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ପୀଠପାଟଣା ଛକ ନିକଟରେ ମଙ୍ଗଳବାର ରାତିରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାପ ଓ ପୁଅଙ୍କର ଶୋଚନୀୟ ମୃତ୍ୟୁ ହେବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ନାମ ପବନ ବେହେରା (୫୫) ଓ ଧଡିଆ ବେହେରା (୩୫) ହୋଇଥିବାବେଳେ ସେ…