ପୁଣି ଗିରଫ ହେଲେ ପୂର୍ବତନ କର୍ପୋରେଟର୍ ରଞ୍ଜିତା ବିଶ୍ୱାଳ, ୨ଟି ବନ୍ଧୁକ ଜବତ
କଟକ: କମିଶନରେଟ ପୋଲିସ ବୁଧବାର ଦିନ କଟକର ପୂର୍ବତନ କର୍ପୋରେଟର୍ ରଞ୍ଜିତା ବିଶ୍ୱାଳଙ୍କୁ ପୁଣି ଥରେ ୨ଟି ବନ୍ଧୁକ ରଖିବା ଅଭିଯୋଗରେ ଗିରଫ କରିଛି ।
ସେ ପୂର୍ବରୁ ଥରେ ଗ୍ୟାଙ୍ଗଷ୍ଟର୍ ସୁଶିଲ ଓ ସୁଶାନ୍ତ ଧଳସାମନ୍ତ (ଡ଼ି-ବ୍ରଦର୍ସ)ଙ୍କ ସହିତ ଲିଙ୍କ୍ ଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ…