Latest Odisha News

BREAKING NEWS

ନବୀନଙ୍କ ଦ୍ୱାରା ଦଳର ୩ ନୂଆ ସାଧାରଣ ସମ୍ପାଦକ ନିଯୁକ୍ତ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଦଳର ୩ ଜଣଙ୍କୁ ନୂଆ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି। ପ୍ରିୟଦର୍ଶୀ ମିଶ୍ର, ଜନ୍ମେଜୟ ଲେଙ୍କା ଏବଂ ମୀନକେତନ ଅମାନ୍ତଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି । ବିଜୟ…

ଲଣ୍ଡନରେ ଶାହରୁଖ୍‍ ଖାନ୍‍ଙ୍କୁ ମିଳିଲା ଡକ୍ଟରେଟ୍‍

ଲଣ୍ଡନ୍‍: କିଂଗ୍‍ ଖାନ୍‍ ଶାହରୁଖ୍‍ଙ୍କ ପ୍ରଶଂସକମାନଂକ ଲାଗି ଖୁସି ଖବର । 'ମାନବ ସୌହାର୍ଦ୍ୟ' ବିଷୟ ଉପରେ ଗବେଷଣା କରି ସେ ଲଂଡନ୍‍ସ୍ଥିତ ୟୁନିଭର୍ସିଟି ଅଫ୍‍ ଲ'ରୁ ହାସଲ କରିଛନ୍ତି ଡକ୍ଟରେଟ୍‍ ଡିଗ୍ରୀ । ଜଣେ ଭାରତୀୟ ଭାବେ ବିଦେଶୀ ମାଟିରେ ଏହି ଉପାଧି ଲାଭ କରି ସେ ଭାରତୀୟମାନଙ୍କୁ…

ପୁରୁଣା ବନ୍ଧୁ ବିଜୟଙ୍କ ଲାଗି ନିର୍ବାଚନ ପ୍ରଚାର କରିବେ ଦିଲ୍ଲୀପ ରାୟ

ରାଉରକେଲା: ପୂରୁଣା ବନ୍ଧୁ ତଥା ପାଟକୁରା ବିଧାନସଭା ଆସନରୁ ବିଜେପି ଟିକଟରେ ଲଢୁଥିବା ବରିÂ ନେତା ବିଜୟ ମହାପାତ୍ରଙ୍କ ଲାଗି ରାଉରକେଲାର ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ ନିର୍ବାଚନ ପ୍ରଚାର କରିବେ ବୋଲି ଇଙ୍ଗିତ ପ୍ରଦାନ କରିଛନ୍ତି । ଦିଲ୍ଲୀପ ଓ ବିଜୟ ଉଭୟେ ଭାରତୀୟ ଜନତା ପାର୍ଟିରୁ…

ଏପ୍ରିଲ ୯ରେ ରାହୁଲଙ୍କ ଓଡିଶା ଗସ୍ତ

ଭୁବନେଶ୍ୱର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବା ଲାଗି ଏପ୍ରିଲ ୯ ତାରିଖରେ ପୁଣି ଓଡିଶା ଗସ୍ତରେ ଆସୁଛନ୍ତି l ଓପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ ଏହି ଗସ୍ତବେଳେ ରାହୁଲ ଗାନ୍ଧୀ ଗଂଜାମ ଜିଲ୍ଲା…

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ରବି ମଲ୍ଲିକ

ଭୁବନେଶ୍ୱର : ବିଜେଡିର ବରିଷ୍ଠ ନେତା ତଥା କାକଟପୁରର ପୂର୍ବତନ ବିଧାୟକ ରବି ମଲ୍ଲିକ ଶୁକ୍ରବାର ଦିନ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏପରିକି ସେ ଜିଲ୍ଲା ଯୋଜନା ବୋର୍ଡ଼ର ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି l ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପି୍ରମୋ ତଥା…

ଉପନ୍ୟାସଟା ପିଲାଖେଳ ନୁହେଁ : ଆନିସୁଲ୍‍ ହକ୍‍

ବାଂଲାଦେଶର ବହୁଚର୍ଚ୍ଚିତ କଥାକାର, କବି ଓ ସାମ୍ବାଦିକ ଆନିସୁଲ୍ ହକ୍ ସ୍ୱରଚିତ ଉପନ୍ୟାସ ‘ମା’ ପାଇଁ ପ୍ରସିଦ୍ଧ । ୩୦ରୁ ଅଧିକ ବଙ୍ଗଳା ସଂସ୍କରଣ ଓ ଦେଶୀ ବିଦେଶୀ ଭାଷାରେ ଅନୁବାଦ ହୋଇସାରିଥିବା ଏହି ପୁସ୍ତକ ୧୯୭୧ ବାଂଲାଦେଶ ମୁକ୍ତି ଆନ୍ଦୋଳନ ପୃଷ୍ଠଭୂମିରେ ରଚିତ । ‘ମା’ ବହିଟି ଦିବଂଗତ…

ମର୍ମନ୍ତୁଦ ସଡକ ଦୁର୍ଘଟଣା: ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ସମେତ ୨ ମୃତ

ବଲାଙ୍ଗିର : ରାଜ୍ୟ ବିଜେପି କାର‌୍ୟ୍ୟକାରିଣୀ ସଦସ୍ୟ ତଥା ବଲାଙ୍ଗିର ଜିଲ୍ଲା ବଙ୍ଗମୁଣ୍ଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାଷ୍ଟ୍ରପତି ବେହେରା ଏବଂ ତାଙ୍କ ସହଯୋଗୀଙ୍କର ଗୁରୁବାର ରାତିରେ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ବେହେରା ଓ ତାଙ୍କ…

ଟିକେ ବିରତି ନେବା

ଟିକେ ବିରତି ନେବା ଲୋପାମୁଦ୍ରା ନାୟକ ଚାଲ ପ୍ରିୟ !!! ତୁମ ଓଠର ଶୋଷକୁ ମୋ ଓଠରେ ନ ମାରି ନିଜ'ନିଜକୁ ଚାରିଫୁଟିଆ ଘରେ ବନ୍ଦ କରିଦେବା ଗୁରୁଣ୍ତି ଗୁରୁଣ୍ଡି ତାତିଟା ହାଁ ମେଲେଇବା ଉପରେ ରାଜନୀତି ଚୁଲିରେ ଏବେ ବିରାଟ ବଡ ହାଣ୍ତି ଅପମିଶ୍ରଣ ଚାଉଳ ଫୁଟିବାଫୁଟିବା ଉପରେ…

ଜୀଇଁଵାକୁ ଚାହେଁ

ଜୀଇଁଵାକୁ ଚାହେଁ ଅଭୀପ୍ସା ଜେନା ସମ୍ଭାବନାର ମନ୍ତ୍ର ସେ ଜୀଵନର ମୁଗ୍ଧଗୀତ ସେ ଆଖିରେ ଆଖିଏ ସ୍ୱପ୍ନ ଭୁଞ୍ଜିଥିବା ଆତ୍ମାଟିଏ ଆଉ ଆଜି ତା ଆଖିରେ ଅସୁମାରୀ କ୍ଷତ! ମେଘମାଳ ଡେଇଁ ଉଡ଼ି ଵୁଲୁଥିଲା ମନର କପୋତ ତାର ହଠାତ୍ କେହି ଛେଦକଲା ଡେଣା ଦୁଇ ତାର। ମନେ ତାର…

ଆଜି ଘଟିପାରେ

ରାଶିଫଳ ତା୦୫-୦୪-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ମେଷ : ଆଜି ଆପଣଙ୍କୁ ଲକ୍ଷ୍ମୀଙ୍କର କୃପା ମିଳିବ । ଯଶ ଏବଂ କୀର୍ତ୍ତି ବୃଦ୍ଧି ହେବ । ବ୍ୟବସାୟୀମାନେ ଲାଭବାନ ହେବେ । ପରିଜନମାନଙ୍କର ସହିତ ବିରୋଧ ହୋଇପାରେ, ସେଥିପାଇଁ କଥାବାର୍ତ୍ତାରେ ସତର୍କତା ଅବଲମ୍ବନ…