ବିଜେପିରେ ଯୋଗଦେଲେ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା
ନୂଆଦିଲ୍ଲୀ: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ନୂଆଦିଲ୍ଲୀଠାରେ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି ।
ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେବା ପରେ ଟ୍ୱିଟ୍ଟ୍ କରି ବୈଜୟନ୍ତ ପଣ୍ଡା କହିଛନ୍ତି, “୯ ମାସର ଆତ୍ମ ବିଶ୍ଳେଷଣ ତଥା ଜନତାଙ୍କ ସହ ବିସ୍ତୃତ…