ଭୁବନେଶ୍ୱର ଏୟାରପୋର୍ଟରେ ଘରୋଇ ଯାନବାହନ ପାଇଁ ଲାଗିବନି ପାର୍କିଂ ଫି
ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତିୟ ବିମାନ ବନ୍ଦରରେ ଏପ୍ରିଲ୍ ୧ ତାରିଖରୁ ଘରୋଇ ଗାଡିଗୁଡିକୁ ପାର୍କିଂ ଶୁକ୍ଲ ଦେବାକୁ ପଡିବ ନାହିଁ ।
ମିଳିଥିବା ସୂଚନାନୁଯାୟୀ ଯାତ୍ରୀଙ୍କୁ ପିକଅପ୍ କିମ୍ବା ଡ୍ରପ୍ କରିବାକୁ ବିମାନ ବନ୍ଦର ଆସୁଥିବା ସମସ୍ତ ଘରୋଇ ଗାଡିକୁ ଏପ୍ର୍ରିଲ୍ ୧ ତାରିଖ…