Latest Odisha News

BREAKING NEWS

ବଲିଉଡ ସିନେମାରୁ ବ୍ୟାନ୍ ହେଲେ ପାକିସ୍ତାନୀ କଳାକାର

ମୁମ୍ବାଇ: ପୁଲୱାମାରେ ଆତଙ୍କବାଦୀଙ୍କ ବର୍ବୋରଚିତ ଆକ୍ରମଣ ପରେ ଭାରତୀୟ ଫିଲ୍ମ ଜଗତରେ ପାକିସ୍ତାନ କଳାମାନଙ୍କ ଲାଗି ପ୍ରତିବନ୍ଧକ ଲଗାଇବାର ନିଷ୍ପତ୍ତି ନେଇଛି ସର୍ବଭାରତୀୟ ସିନେ ୱାକର୍ସ ଆସୋସିଏସନ (ଏଆଇସିଡ୍ଲ୍ୟୁଏ) । ଏକ ବିଜ୍ଞପ୍ତି ମାଧ୍ୟମରେ ସୋମବାର ଦିନ ସର୍ବଭାରତୀୟ ସିନେ ୱାକର୍ସ…

ଚାଷୀଙ୍କ ଧାନ ବିକ୍ରି ଲାଗି ରାଜ୍ୟର ୧୯ଟି ଜିଲ୍ଲାର ଧାନମଣ୍ଡି ଖୋଲା ରହିବ

ଭୁବନେଶ୍ୱର: ଓଡ଼ିଶା ସରକାର ସୋମବାର ଦିନ ଏକ ବିଜ୍ଞପ୍ତି ମାଧ୍ୟମରେ ଜଣାଇ କହିଛନ୍ତି, ୧୯ଟି ଜିଲ୍ଲାରେ ଧାନମଣ୍ଡିରେ ଚାଷୀମାନଙ୍କର ଧାନ ବିକ୍ରି ପ୍ରକ୍ରିୟା ଜାରି ରହିବ । ପୂର୍ବରୁ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ଏହି ବିକ୍ରି ପ୍ରକ୍ରିୟା ହେବାର ନିଷ୍ପତ୍ତି ହୋଇଥିଲା । ତେବେ ଏନେଇ…

ରାଜ୍ୟରେ ଥିବା କାଶ୍ମୀରିଙ୍କ ସୁରକ୍ଷା ନେଇ ଆଶ୍ୱାସନା ଦେଲେ ଓଡିଶା ପୋଲିସ

ଭୁବନେଶ୍ୱର : ପୁଲୱାମା ଠାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ ପରେ ଦେଶର ବିଭିନ୍ନ ସ୍ଥାନରେ କାଶ୍ମୀରି ମାନଙ୍କ ଉପରେ ହେଉଥିବା ହିଂସାକୁ ଦୃଷ୍ଟିରେ ରଖି ଓଡିଶା ପୋଲିସ ରାଜ୍ୟରେ ଥିବା ସମସ୍ତ କାଶ୍ମିରୀ ଅଧିବାସୀମାନଙ୍କୁ ସୁରକ୍ଷା ପ୍ରଦାନ କରିବା ନେଇ ଆଶ୍ୱାସନା ଦେଇଛନ୍ତି । ଏଯାବତ୍…

ପ୍ରେମରେ ଅସଫଳ ହୋଇ ଯୁବତୀଙ୍କ ତଣ୍ଟି କାଟିଲେ ପ୍ରେମିକ

କଟକ : କଟକ ଜିଲ୍ଲା ଦୋଳମୁଣ୍ଡେଇ ଅଞ୍ଚଳରେ ଥିବା ଏକ ଗାରମେଣ୍ଟ୍ ଦୋକାନରେ ରବିବାର ଦିନ ଜଣେ ଯୁବକ ଏକ ଧାରୁଆ ଅସ୍ତ୍ରରେ ଅନ୍ୟ ଜଣେ ଯୁବତୀର ତଣ୍ଟି କାଟିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନାନୁଯାୟୀ ସମ୍ପୃକ୍ତ ଯୁବତୀ ଜଣକ ସେହି ଗାରମେଣ୍ଟ୍ ଦୋକାନରେ ସେଲ୍ସ ଗର୍ଲ ଭାବେ…

ଢେଙ୍କାନାଳ: ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ଢେଙ୍କାନାଳ: ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ଢେଙ୍କାନାଳ ଜିଲ୍ଲା ଯୋରନ୍ଦାଠାରେ ଆଜିଠୁ ଆରମ୍ଭ ହୋଇଛି । ଏହି ଯୋରନ୍ଦା ମେଳା ମଧ୍ୟ ପ୍ରଭୁ ପୂର୍ଣ୍ଣିମା ଉତ୍ସବ ଭାବେ ମଧ୍ୟ ପରିଚିତ । ଏହି ମେଳା ପୂର୍ଣ୍ଣିମା ବା ମାଘ ଚତୁର୍ଦ୍ଦଶୀରେ ପାଳିତ ହୋଇଥାଏ । ଯୋରନ୍ଦା ସ୍ଥିତ ମହିମା ଗାଦିରେ ଏହା…

ଖୋର୍ଦ୍ଧା: ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ନିର୍ମମ ହତ୍ୟା

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଗୋପାଳପୁର ପଞ୍ଚାୟତର ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି ନୂଆସାହିରେ ଜଣେ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କରିଛି ଅନ୍ୟ ଜଣେ ଯୁବକ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ମିଳିଥିବା ସୂଚନାନୁଯାୟୀ ଉକ୍ତ ଗ୍ରାମର ଚିନ୍ମୟ ସାହୁ ନାମକ…

କେନ୍ଦୁଝର: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଅନ୍ତର୍ଗତ ବିଜଗୋଠ ବୈତରଣୀ ନଦୀ ପୋଲ ନିକଟରେ ରବିବାର ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ମନୋଜ ଡାଙ୍ଗୁଆ ଏବଂ ତାଙ୍କ ଘର ବିଜାଗୋଠ ଅଞ୍ଚଳରେ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।…

ବୌଦ୍ଧ ଓ ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ବୌଦ୍ଧ ଓ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି । ସରକାରୀ ସୂଚନାନୁଯାୟୀ, ମୁଖ୍ୟମନ୍ତ୍ରୀ ବୌଦ୍ଧ ଜିଲ୍ଲାର କଣ୍ଟାମାଳଠାରେ ୧୧୬ କୋଟି ଟଙ୍କା ବ୍ୟୟରେ ୪୫ଟି ଜନହିତକାରୀ…

ଜମ୍ମୁ-କାଶ୍ମୀର: ସେନା ଏନକାଉଣ୍ଟରରେ ପୁଲୱାମା ଆକ୍ରମଣର ୨ ମାଷ୍ଟରମାଇଣ୍ଡ ନିହତ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀର ପୁଲୱାମା ଜିଲ୍ଲାରେ ଗତ ଫେବ୍ରୃାରୀ ୧୪ ତାରିଖରେ ହୋଇଥିବା ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ନିହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ସେନା ଏନକାଉଣ୍ଟରେ ପୁଲୱାମା ଆକ୍ରମଣରେ ସମ୍ପୃକ୍ତ ଦୁଇ…

ପୁଲୱାମା ଆକ୍ରମଣ ପ୍ରତିବାଦରେ ଆଜି ବନ୍ଦ ରହିଲା ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ

ଭୁବନେଶ୍ୱର : ପୁଲୱାମା ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ମଙ୍ଗଳବାର ଦିନ ସମଗ୍ର ଦେଶରେ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ବନ୍ଦ ରହିଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହୋଇନଥିବା ଦେଖିବାକୁ ମିଳିଛି । ଫେବୃଆରୀ ୧୪ ତାରିଖରେ ପୁଲୱାମାରେ ହୋଇଥିବା…