ଲଜ୍ଜା ! ବାଲେଶ୍ୱରରେ ୬୫ ବର୍ଷିୟା ବୃଦ୍ଧା ଦୁଷ୍କର୍ମର ଶୀକାର
ବାଲେଶ୍ୱର: ବାଲେଶ୍ୱରରେ ଏକ ଲଜ୍ଜାଜନକ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଜଲ୍ୟ ସୃଷ୍ଟିକରିଛି । ବାଲେଶ୍ୱର ଜିଲ୍ଲା ସୋରୋ ପୌରାଞ୍ଜଳରେ ଜନୈକା ୬୫ ବର୍ଷିୟା ବିଧବା ମହିଳାଙ୍କୁ ଜଣେ କାମୁକ ଯୁବକ ଦୁଷ୍କର୍ମ କରିଥିବା ମଙ୍ଗଳବାର ଦିନ ଅଭିଯୋଗ ହୋଇଛି ।
ମିଳିଥିବା ସୂଚନାନୁଯାୟୀ, ବିଧବା…