ରାୟଗଡା: ପେପର ପ୍ଲେଟ୍ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ରାୟଗଡା : ରାୟଗଡା ସହର ଉପକଣ୍ଠସ୍ଥ ଏକ ପେପର କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ମୂଲ୍ୟର ସାମଗ୍ରୀ ନିଆଁରେ ପୋଡି ପାଉଁଶ ହୋଇ ଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୯ ଟା ସମୟରେ ଲୋହିତ କଲୋନୀ ନିକଟସ୍ଥ ସାଇ ପେପର୍ ପ୍ଲେଟ୍ କାରଖାନାରେ ଧୂଆଁ ବାହାରୁଥିବା…