ପାରାଦ୍ୱୀପ: ଆନ୍ଧ୍ର ପୋଲିସଙ୍କୁ ଧରି ଥାନାକୁ ନେଲେ ଗ୍ରାମବାସୀ
ପାରାଦ୍ୱୀପ: ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପାରଦ୍ୱୀପଗଡ଼ ଗାଁରେ ଗ୍ରାମବାସୀମାନେ କିଛି ସାଦା ପୋଷାକରେ ଥିବା ଆନ୍ଧ୍ରପ୍ରଦେଶ ପୋଲିସ କର୍ମଚାରୀଙ୍କୁ ଧରିନେଇ ଥାନାରେ ଦେବା ଘଟଣା ଏହି ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ମିଳିଥିବା ସୂଚନାନୁଯାୟୀ, ଏକ ଚେକ୍ ବାଉନ୍ସ ମାମଲାରେ…