ବରିଷ୍ଠ କଂଗ୍ରେସ ନେତା ଏନ. ଡ଼ି. ତିୱାରୀଙ୍କ ୯୩ତମ ଜନ୍ମଦିବସରେ ପରଲୋକ
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ଡ଼ି. ତିୱାରୀ ତାଙ୍କ ୯୩ତମ ଜନ୍ମଦିବସରେ ପ୍ରାଣତ୍ୟାଗ କରିଛନ୍ତି ।
ବରିଷ୍ଠ ନେତା ତିୱାରୀ ଗତ ଜୁଲାଇ ମାସରୁ ନୂଆଦିଲ୍ଲୀର ଏକ ଘରୋଇ ଡ଼ାକ୍ତରଖାନାରେ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇଆସୁଥିଲେ ।…