ବନ୍ୟା ଆଶଙ୍କା, ଉଛୁଳୁଛି ଦକ୍ଷିଣ ଓ ଉତ୍ତର ଓଡ଼ିଶାର ପ୍ରମୁଖ ନଦୀ
ଭୁବନେଶ୍ୱର: ବାତ୍ୟା ତିତଲି ପ୍ରଭାବରେ ସମଗ୍ର ରାଜ୍ୟରେ ପ୍ରବଳ ଲଗାଣ ବୃଷ୍ଟିପାତ ହେବା ଯୋଗୁଁ ଦକ୍ଷିଣ ଓ ଉତ୍ତର ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
ରାଜ୍ୟର ଗଞ୍ଜାମ, ଗଜପତି, ବାଲେଶ୍ୱର ଓ କଟକ ଜିଲ୍ଲାରେ ଏହି ବନ୍ୟା ପରିସ୍ଥିତି ଉପୁଜିଛି । ଲଗାଣ…