ପାହାଡ଼ ଧସି ୧୨ ମୃତ, ଏବେବି ୪ ଜଣ ନିଖୋଜ
ଗଜପତି: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତ ଅନ୍ତର୍ଗତ ବାରିଘର ଗାଁରେ ପାହାଡ଼ ଧସିଯିବା କାରଣରୁ ୧୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।
ଏହି ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ରହିଥିବା ସୂଚନା ମିଳିଛି ।
ଏବେ ମଧ୍ୟ ଏହି ଦୁର୍ଘଟଣାରେ ୪ ଜଣ ବ୍ୟକ୍ତି ନିଖୋଜ ରହିଥିବା…