Latest Odisha News

BREAKING NEWS

ଓଡ଼ିଶା ସ୍ୱାସ୍ଥ୍ୟସେବା ନିୟମରେ ହେବ ପରିବର୍ତ୍ତନ, ଜାରି ହେଲା ବିଜ୍ଞପ୍ତି

ଭୁବନେଶ୍ୱର: ଓଡ଼ିଶା ମେଡିକାଲ ହେଲ୍‌ଥ ସର୍ଭିସେସ (ମେଥଡ୍‌ ଅଫ୍‌ ରିକ୍ୟୁଟ୍‌ମେଣ୍ଟ ଆଣ୍ଡ କଣ୍ଡିସନ୍‌ସ ଅଫ୍‌ ସର୍ଭିସେସ) ଆମେଣ୍ଡମେଣ୍ଟ ରୁଲସ୍‌-୨୦୨୫ କରାଯିବ। ଅର୍ଥାତ ଓଡ଼ିଶା ମେଡିକାଲ ହେଲ୍‌ଥ ସର୍ଭିସେସ ଆମେଣ୍ଡମେଣ୍ଟ ରୁଲସ୍‌ ୨୦୧୭ରେ ପରିବର୍ତ୍ତନ ଅଣାଯିବ। ଏହାଦ୍ୱାରା ଡାକ୍ତରଙ୍କ…

ବଜେଟ ଅଧିବେଶନ ପାଇଁ ରାଜଧାନୀରେ ଜାରି ହେଲା ଟ୍ରାଫିକ କଟକଣା… 

ଭୁବନେଶ୍ୱର: ରାଜ୍ୟ ବିଧାନସଭାର ଆଗାମୀ ବଜେଟ୍ ଅଧିବେଶନକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଯାନବାହାନ ଚଳାଚଳ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ବିଧାନସଭାର ବଜେଟ୍ ଅଧିବେଶନ ଫେବୃଆରୀ ୧୩ରୁ ଏପ୍ରିଲ୍ ୫ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ…

୧୫ ଭିତରେ ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ସରେଣ୍ଡର ନକଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାସନ୍‌କାର୍ଡ ଇ-କେୱାଇସି ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର। ସରକାରଙ୍କ ସୂଚନା ଅନୁସାରେ ଇ-କେୱାଇସି ପାଇଁ ରାସନ ହିତାଧିକାରୀଙ୍କ ପାଖରେ ଆଉ ମାତ୍ର ୪ ଦିନ ସମୟ ରହିଛି। ୧୫ ତାରିଖ ଭିତରେ ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ସରେଣ୍ଡର…

ଉତ୍ତମ ମହାନ୍ତିଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର: ସୁଧୁରୁଛି ଓଲିଉଡ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟବସ୍ଥା । ଅନେକ କଳାକାରଙ୍କ ସମେତ ରାଜନେତା ମାନେ ମଧ୍ୟ ଉତ୍ତମଙ୍କୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚିଛନ୍ତି । ଏଥିସହ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି । ଏହରି ଭିତରେ ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତିଙ୍କୁ…

ଖୁବଶୀଘ୍ର ଜୟଦେବ ବିହାରରୁ ନନ୍ଦନକାନନ ଯୋଡି ହେବ ଫ୍ଲାଏ ଓଭର

ଭୁବନେଶ୍ବର: ସନ୍ଧ୍ୟା ହେଲେ କନ୍ଦାଏ ବାଣୀବିହାର ଠାରୁ ଜୟଦେବ ବିହାର ଦେଇ ପଟିଆ ରାସ୍ତା ।  ଭିଡ , ଗାଡି ଜାମ୍ ନକହିବା ଭଲ । ଘଣ୍ଟା ଘଣ୍ଟା ଧରି ଜାମରେ ହନ୍ତସନ୍ତ ହୁଅନ୍ତି ରାଜଧାନୀବାସୀ । ହେଲେ ଏବେ ସେମାନେ ସୁରୁଖୁରୁରେ ଘରେ ପହଞ୍ଚିବେ । କାରଣ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଜୟଦେବ…

ଲାଇଭ ମ୍ୟାଚରେ ଫିଲ୍ଡର ବନିଲେ ଦକ୍ଷିଣ ଆଫ୍ରିକାର ଫିଲ୍ଡିଂ କୋଚ୍, ଜାଣନ୍ତୁ କଣ ରହିଛି ପୂରା ଘଟଣା… 

ଲାହୋର: ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବା ପୂର୍ବରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ବିବାଦ ଘେରରେ ରହିଛି। କେତେବେଳେ ଖରାପ ଲାଇଟିଂ ତ ଆଉ କେତେବେଳେ ସୁରକ୍ଷା ବ୍ୟବସ୍ଥା। ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଏଠାରେ ଟ୍ରାଇ-ସିରିଜ ମ୍ୟାଚ୍ ଚାଲିଛି। ଟ୍ରାଇ ସିରିଜ ମ୍ୟାଚରେ…

ଭିଜିଲାନ୍ସ ଜାଲରେ ରେମୁଣା ତହସିଲଦାର

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ରେଡ୍ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ଓ ବାଲେଶ୍ବରର ୭ଟି ସ୍ଥାନରେ ଚାଲିଛି ଚଢାଉ। ରେଡ୍ ରେ ୬ ଡିଏସପି, ୩ ଇନ୍ସପେକ୍ଟର, ୧୦ ଏଏସଆଇ ସାମିଲ ଅଛନ୍ତି ।…

ସରକାରଙ୍କୁ ଘାରିଲାଣି ବିବାହ ବିଚ୍ଛେଦ, ଖୋଲିବ ମଦର୍ସ କୋର୍ଟ

ଭୁବନେଶ୍ବରୀ: ବର୍ତ୍ତମାନ ବିବାହା ବିଚ୍ଛେଦ ବଢିଚାଲିଥିବା ବେଳେ ଏବେ ସରକାରଙ୍କୁ ଘାରିଲାଣି ଚିନ୍ତା । ବିବାହ ବିଚ୍ଛେଦ ରୋକିବା ପାଇଁ ଅଣ୍ଟା ଭିଡିଲେଣି ସରକାର । ଏହାକୁ ନେଇ ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ସେ କହିଛନ୍ତି, ବିବାହ…

ପନ୍ତ, ରାହୁଲଙ୍କ ବିପକ୍ଷରେ ରଚାଯାଉଛି କି ଷଡଯନ୍ତ୍ର

ଗୌତମ ଗମ୍ଭୀର କଣ ପସନ୍ଦ କରୁ ନାହାନ୍ତି କେଏଲ ରାହୁଲ ଓ ରିଷଭ ପନ୍ତ । ସେମାନେ କଣ ତାଙ୍କ ଫେଭରାଇଟ ଲିଷ୍ଟରେ ନାହାନ୍ତି । ବାରମ୍ବର ସ୍ଥାନ ବଦଳାଇବାର ମାନେ କଣ ? ଭାରତୀୟ କ୍ରିକେଟ ଦଳର କୋଚ ଦାୟିତ୍ୱ ତୁଲାଇବା ପରେ ଟିମ ଇଣ୍ଡିଆ ମିଶ୍ରିତ ପ୍ରଦର୍ଶନ କରିଛି । ଗମ୍ଭୀର କୋଚ ହେବା ପରେ ଟିମରେ…

କଟକରେ ଖୋଲିଲା ସର୍ବବୃହତ ବିଜୁ ପଟ୍ଟନାୟକ ପାର୍କ: ସିନ୍ଥେଟିକ୍ ରନିଂ ଟ୍ରାକ୍ ସାଙ୍ଗକୁ ମୁକ୍ତାକାଶ ଜିମ୍..

କଟକ: କଟକରେ ଖୋଲିଲା ସର୍ବ ବୃହତ ବିଜୁ ପଟ୍ଟନାୟକ ପାର୍କ । ପୁନଃନିର୍ମାଣ ପରେ ଏହାକୁ ଲୋକାର୍ପିତ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମୋଟ ୨୬ କୋଟି ଟଙ୍କା ବ୍ୟୟରେ ପୁଣି ଥରେ ରିନୋଭେଟ୍ ହୋଇଥିବା ଏହି ପାର୍କ ଏବେ କଟକବାସୀଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଛି…