Latest Odisha News

BREAKING NEWS

ଆଉ ‘ପେପର୍ ଷ୍ଟ୍ର’ ନୁହେଁ, ଏଣିକି ବ୍ୟବହାର ହେବ ‘ପ୍ଲାଷ୍ଟିକ୍ ଷ୍ଟ୍ର

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ଦ୍ବିତୀୟ ଥର ଲାଗି ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଦେଶବିଦେଶରେ ଆତଙ୍କଜନିତ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୭୨ଟି ପୁରୁଣା ନିଷ୍ପତ୍ତିକୁ ବଦଳାଇବା ସହିତ ଶତାଧିକ ନୂଆ ନିର୍ଦ୍ଦେଶନାମାରେ ଦସ୍ତଖତ କରିଛନ୍ତି ଟ୍ରମ୍ପ ।…

‘ଆଗାମୀ ୨୦ ବର୍ଷ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ’

ନୂଆଦିଲ୍ଲୀ: ‘ଆଗାମୀ ୨୦ ବର୍ଷ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଭାରତ ତୀବ୍ର ଗତିରେ ଆଗକୁ ବଢୁଛି । ଗତ ୧୦ ବର୍ଷରେ ୫ମ ବୃହତମ ଅର୍ଥନୀତିରେ ପରିଣତ ହୋଇଛି ଭାରତ । ଆଗକୁ ଏନର୍ଜି କ୍ଷେତ୍ରରେ ମଧ୍ୟ ଦେଶର ଅନେକ ସମ୍ଭାବନା ରହିଛି ।’ ପ୍ରଧାନମନ୍ତ୍ରୀ ମୋଦି ଏବେ ଫ୍ରାନ୍ସ ଗସ୍ତରେ…

ଟ୍ରାଭେଲରକୁ ପିଟିଲା ସିମେଣ୍ଟ ଟ୍ରକ; ମହାକୁମ୍ଭରୁ ଫେରୁଥିବା ୭ଶ୍ରଦ୍ଧାଳୁଙ୍କ ଚାଲିଗଲା ଜୀବନ

ମଧ୍ୟପ୍ରଦେଶ: ମହାକୁମ୍ଭରୁ ଫେରୁଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୭ ଜଣଙ୍କର ଜୀବନ । ଆଜି ସକାଳ ପ୍ରାୟ ୯ଟାବେଳେ ଜବଲପୁର ସହରରୁ ପ୍ରାୟ ପଚାଶ କିଲୋମିଟର ଦୂରରେ ଜବଲପୁର-ପ୍ରୟାଗରାଜ ଜାତୀୟ ରାଜପଥ ୩୦ରେ ଏହି ଦୁର୍ଘଟଣା ଘଟିଛି । ମୃତକ ସମସ୍ତେ ଆନ୍ଧ୍ର ପ୍ରଦେଶର ବାସିନ୍ଦା…

ଗମ୍ଭୀରଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଲେ ଜାହୀର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ପେସ ବୋଲର ଜାହୀର ଖାଁ ବର୍ତମାନର ମୂଖ୍ୟ କୋଚ ଗୌତମ ଗମ୍ଭୀରଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଖେଳାଳିଙ୍କୁ ବାରମ୍ବାର ଅଦଳବଦଳ କରିବା ମନରେ ଅସ୍ଥିରତା ସୃଷ୍ଟି କରେ । ଟିମ ଭିତରେ ସ୍ଥିରତା ରହିବା ଉଚିତ । କେଏଲ ରାହୁଲଙ୍କ ବଦଳରେ…

ବିଜେପି କର୍ମୀଙ୍କୁ ଆକ୍ରମଣ: ଗିରଫ ହେଲେ ୨ ବିଜେଡି ନେତା

ବ୍ରହ୍ମପୁର: ବିଜେପି ନେତାଙ୍କ ସହ ୪ ଜଣଙ୍କୁ ଆକ୍ରମଣ ଘଟଣାରେ ଆଉ ୨ ଜଣଙ୍କୁ ଗିରଫ କରିଛି ପୋଲିସ୍ । ୨ ବିଜେଡି ନେତା, ରଣ୍ଢା ସରପଞ୍ଚ ଅଜିତ ରାଉଳ ଓ ସହଯୋଗୀ ସୁବାଶିଷ ସାହୁ ଙ୍କୁ ଗିରଫ ଗୋଳନ୍ଥରା ଥାନା ପୋଲିସ ଗିରଫ କରିଛି । ପୂର୍ବରୁ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବା କରିଥିଲା…

୧୪ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ, ଜାଣନ୍ତୁ କାହିଁକି

ଅଯୋଧ୍ୟା: ଗତବର୍ଷ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରଠାରୁ ରାମ ମନ୍ଦିରକୁ ଛୁଟୁଛି ଭକ୍ତଙ୍କ ଭିଡ । ପ୍ରତି ଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ କରୁଛନ୍ତି । ସେପଟେ ପ୍ରୟାଗରାଜରେ ମହାକୁମ୍ଭ ଆଉ ଏପଟେ ରାମଲାଲାଙ୍କୁ ଦେଖିବାକୁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା । ମାଘ…

ବିବାଦ ପରେ ଆକ୍ସନ ନେଲା ୟୁଟ୍ୟୁବ୍: ଡିଲିଟ୍ କଲା ରଣବୀରଙ୍କ ଭିଡିଓ

ମୁମ୍ବାଇ:  ‘ଇଣ୍ଡିଆ ହାଜ୍ ଲାଟେଣ୍ଟ’ ଶୋ’ରେ ବାପା ମାଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇ ଏବେ ଅଡୁଆରେ ପଡିଛନ୍ତି ନାମୀଦାମୀ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ । ରଣବୀରଙ୍କ ବୟାନ ଏବେ ସୋସିଆଲ ମିଡିଆର ଉଷ୍ମତା ବଢାଇଥିବା ବେଳେ ଚାରିଆଡୁ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଇଛି । ଏମିତିକି…

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଜିଆର୍‌ଏସ୍‌ ନିଯୁକ୍ତିରେ ଲାଗୁ ହେବନି ସଂରକ୍ଷଣ

କଟକ: ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଝଟକା। ଜିଆର୍‌ଏସ୍‌ ନିଯୁକ୍ତିରେ ଲାଗୁ ହେବନି ସଂରକ୍ଷଣ। ଗ୍ରାମ ରୋଜଗାର ସେବକ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଜିଆର୍‌ଏସ୍ ଚୟନ ପ୍ରସଙ୍ଗରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ…

୮୭ ହଜାର ଉପରକୁ ଟପିଲା ସୁନା ଦର

ଭୁବନେଶ୍ବର: ବିବାହ ତିଥି ଆସିଯାଇଛି ଏପଟେ ସୁନା ଦର ବଢି ଚାଲିଛ । ଏହାକୁ ନେଇ ଚିନ୍ତାରେ ଗ୍ରାହକ । ବର୍ତ୍ତମାନ ୮୭ ହଜାର ଉପରକୁ ଟପିଛି ସୁନା ରେଟ୍ । ଆଜି ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମକୁ ୮୭,୯୩୦ ଟଙ୍କା ରହିଛି ଏବଂ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମକୁ…

କୁମ୍ଭମେଳାରେ ସନ୍ତାନ ପ୍ରସବ କଲେ ୧୧ ମହିଳା: ପ୍ରଥମ ଶିଶୁର ନାଁ ‘କୁମ୍ଭ’

ପ୍ରୟାଗରାଜ: ପବିତ୍ର ପ୍ରୟାଗରାଜ ନଗରୀରେ ବିଶ୍ୱାସ ଏବଂ ଭକ୍ତିର ସବୁଠାରୁ ବଡ଼ ମହାକୁମ୍ଭ ମେଳା ଅନୁଷ୍ଠିତ ହେଉଛି। ସମଗ୍ର ଦେଶ ସଙ୍ଗମରେ ଧାର୍ମିକ ବୁଡ଼ ପକାଇବା ପାଇଁ ଏକତ୍ରିତ ହୋଇଛନ୍ତି। ବହୁ ସଂଖ୍ୟକ ଭକ୍ତଙ୍କ ଆଗମନ ଯୋଗୁଁ, ପ୍ରୟାଗରାଜ ଏବଂ ଆଖପାଖ ଅଞ୍ଚଳଗୁଡ଼ିକ ସମ୍ପୂର୍ଣ୍ଣ ଭିଡ଼…