ନେପାଳରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୪.୪
ନୂଆଦିଲ୍ଲୀ: ପୁଣି ଥରିଲା ପଡୋଶୀ ଦେଶ ନେପାଳ । ଗତକାଲି ପଶ୍ଚିମ ନେପାଳର ଦୈଲେଖ ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ରହିଥିବା ନେଇ ସୂଚନା ମିଳିଛି । ଏନେଇ ଜାତୀୟ ଭୂକମ୍ପ ବିକ୍ଷାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ତେବେ ଭୂକମ୍ପରେ କୌଣସି ଧନ…