ଜିଓର୍ଜିଆ ମେଲୋନୀଙ୍କ ସାମ୍ନାରେ ଆଣ୍ଠୁମାଡି ଗୀତ ଗାଇଲେ ଆଲବାନିଆ ପ୍ରଧାନମନ୍ତ୍ରୀ…
ଆବୁଧାବି: ଆଲବାନିଆର ପ୍ରଧାନମନ୍ତ୍ରୀ ଏଡି ରାମା ପ୍ରତିପକ୍ଷ ଇଟାଲୀୟ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ଏକ ସ୍କାର୍ଫ ଉପହାର ସ୍ବରୂପ ଦେଇଛନ୍ତି। ଏଥିସହ ତାଙ୍କ ସାମ୍ନାରେ ଫିଲ୍ମ ଷ୍ଟାଇଲରେ ଆଣ୍ଠୁମାଡି ବସିବା ସହ ଗୀତ ଗାଇଥିଲେ। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି
ଏହି ଘଟଣାଟି…