Latest Odisha News

BREAKING NEWS

ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ବର: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ସାମିଲ ହେବା ପରେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ସୋସିଆଲ ମିଡ଼ିଆ ଏକ୍ସରେ ଲେଖିଛନ୍ତି, ଏହା ବାସ୍ତବରେ ଏକ ବିଡ଼ମ୍ବନା ଯେ ଓଡ଼ିଶାର ମୋର ଭଉଣୀ ଏବଂ ଭାଇମାନେ…

ମହାକୁମ୍ଭ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଟ୍ରେନ ଉପରେ ପଥରମାଡ଼

ଜଳଗାଁଓ: ମହାରାଷ୍ଟ୍ରର ଜଳଗାଁଓରୁ ପ୍ରୟାଗରାଜର ମହାକୁମ୍ଭ ଯାଉଥିବା ଯାତ୍ରୀମାନଙ୍କୁ ନେଇ ଯାଉଥିବା ଟ୍ରେନ୍ ଉପରେ ପଥର ମାଡ଼ ହୋଇଛି। ତପ୍ତୀଗଙ୍ଗା ଏକ୍ସପ୍ରେସ ଉପରେ ପଥର ମାଡ଼ ହୋଇଥିଲା ବେଳେ କୋଚର କାଚ ଭାଙ୍ଗି ଯାଇଛି। ୧୯୦୪୫/୧୯୦୪୬ ତପ୍ତୀଗଙ୍ଗା ଏକ୍ସପ୍ରେସ୍ ଛାପରାରୁ ପ୍ରୟାଗରାଜ ଦେଇ…

ଲେବୁଲ୍‌ କ୍ରସିଂରୁ ୪୫ ଲକ୍ଷରୁ ଊର୍ଦ୍ଧ୍ୱ ମୂଲ୍ୟର ଗଞ୍ଜେଇ ଜବତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲା ନିରାକାରପୁର ଲେବୁଲ୍‌ କ୍ରସିଂରୁ ଗଞ୍ଜେଇ ଭର୍ତ୍ତି ଏକ ବୋଲେରୋକୁ କାବୁ କରିବାରେ ସକ୍ଷମ ହୋଇଛି ଟାଙ୍ଗୀ ଅବକାରୀ ବିଭାଗ । ଏହି ବୋଲେରୋରୁ ପ୍ରାୟ ୪ କୁଇଣ୍ଟାଲ ଗଞ୍ଜେଇ ସହ ୨ଟି ମୋବାଇଲ ଜବତ ହୋଇଛି । ଘଟଣାରେ ସମ୍ପୃକ୍ତ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ଗିରଫ…

ପୁଣି ଆଇଡି ବିସ୍ଫୋରଣ: ୨ ଯବାନ ଗୁରୁତର ଆହତ

ମାଲକାନଗିରି: ପୁଣି ଅସାନ୍ତ ହୋଇପଡିଛି ସୀମାନ୍ତ ଆଇଡି ବିସ୍ଫୋରଣରେ ଦୁଇ ଯବାନ ଗୁରୁତର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ମୁତାବକ, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ତିମାପୁର ଗାଁରେ ସର୍ଚ୍ଚ…

ଜାପାନରେ ତୀବ୍ର ଭୂକମ୍ପ, ସୁନାମୀ ଆଡଭାଇଜରୀ ଜାରି

କ୍ୟୁସୁ: ଜାପାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଏହି ଭୁକମ୍ପର ତୀବ୍ରତା ରିକ୍ତର ସ୍କେଲରେ ୬.୯ ରହିଛି। ଜାପାନ ମେଟେରୋଲୋଜିକାଲ୍ ଏଜେଂସି ସୂଚନା ଅନୁସାରେ କ୍ୟୁସୁରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ତେବେ ଏଇ ଭୂମିକମ୍ପରେ ଜୋରଦାର ଝଟକା ଲାଗିଛି। ଭୂକମ୍ପ ପରେ ସ୍ଥାନୀୟ ଅଞ୍ଚଳରେ ସୁନାମୀ…

ଆଇପିଏଲ ୨୦୨୫: ଅଧିନାୟକଙ୍କ ନାମ ଘୋଷଣା କଲା ପଞ୍ଜାବ କିଙ୍ଗସ

ଚଣ୍ଡୀଗଡ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ସଂସ୍କରଣ ପାଇଁ ପଞ୍ଜାବ କିଙ୍ଗସ ଅଧିନାୟକ ନାମ ଘୋଷଣା କରିଛି । ସୋମବାର ଶ୍ରେୟାଶ ଆୟାରଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ଟିଭି ଶୋ ବିଗ ବସ ମାଧ୍ୟମରେ ପଞ୍ଜାବ ଏହାର ଅଧିନାୟକଙ୍କ ନାମ ନିଆରା ଢ଼ଙ୍ଗରେ ଘୋଷଣା କରିଛି । ଏହି ଶୋରେ ସଲମାନ…

ବନ୍ଦୀଥିବା ସଂଗ୍ରାମୀମାନଙ୍କୁ ମାସକୁ ମିଳିବ ୨୦ ହଜାର ଟଙ୍କା ପେନସନ

ଭୁବନେଶ୍ୱର: ଓଡିଶା ସରକାରଙ୍କ ପକ୍ଷରୁ ଦେଶର ଜରୁରୀ କାଳୀନ ପରିସ୍ଥିତିରେ ମିସା, ଡିଆଇଆର ଏବଂ ଡିଆଇଏସଆଇଆର ଆଇନରେ ବିଭିନ୍ନ ଜେଲରେ ବନ୍ଦୀଥିବା ସଂଗ୍ରାମୀ ମାନଙ୍କୁ ମାସକୁ ୨୦ ହଜାର ଟଙ୍କାର ପେନସନ ମିଳିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ଏ ବିଷୟରେ ଘୋଷଣା କରିଥିଲେ । ଆଜି ଏ…

ଦିଲ୍ଲୀ ଏୟାରପୋର୍ଟରେ ହଟହଟା କ୍ରିକେଟର ଅଭିଷେକ ଶର୍ମା

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ ଟିମ୍ ଇଣ୍ଡିଆର ଉଦୀୟମାନ ତାରକା ଅଭିଷେକ ଶର୍ମାଙ୍କ ସହ ଅସଦାଚରଣ ହୋଇଥିବା ଜଣାପଡିଛି। ଅଭିଷେକ ଶର୍ମା ଏନେଇ ସୋମବାର ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ସୂଚନା ଦେଇଛନ୍ତି। କଡ଼ା ଭାବେ ନିନ୍ଦା କରିବା ସହ ସେ କହିଛନ୍ତି ଯେ ଦିଲ୍ଲୀ ବିମାନବନ୍ଦରରେ ଜଣେ…

ଦିଲ୍ଲୀ ବିଧାନସଭା ନିର୍ବାଚନ: କାହିଁକି ଆଜି ନାମାଙ୍କନ ଦାଖଲ କଲେନି ଆତିଶୀ ?

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଆଜି ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରି ନାହାନ୍ତି। ସମସ୍ତ ପ୍ରସ୍ତୁତି ସରିବା ସହ ଆମ ଆଦମୀ ପାର୍ଟି (ଆପ)ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଅନ୍ୟ ନେତା ମାନେ ନାମାଙ୍କନ ଭରିବା ନେଇ ଉପସ୍ଥିତ ଥିଲେ। କିନ୍ତୁ ଶେଷରେ…

ରୋନାଲ୍ଡୋଙ୍କ ଜେଟର ମୂଲ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ପାଂଚ ଥର ବ୍ୟାଲେନ ଡି ଅର ପୁରସ୍କାର ଜିତିଥିବା ପର୍ତୁଗାଲର କ୍ରିଷ୍ଟିଆନ ରୋନାଲ୍ଡୋ ଏବେ ସାଉଦି ପ୍ରିମିୟର ଲିଗରେ ଖେଳୁଛନ୍ତି । ଅଲ ନସର କ୍ଲବ ସହ ଚୁକ୍ତିବଦ୍ଧ ହେବା ପରେ ରୋନାଲ୍ଡୋଙ୍କ ଆର୍ଥୀକ ସ୍ଥିତି ଆହୁରି ମଜଭୁତ ହେବାରେ ଲାଗିଛି । ରିପୋର୍ଟ ମୁତାବକ ୩୯ ବର୍ଷୀୟ ରୋନାଲ୍ଡୋ…