ମହୁ, ଆଳୁ ପରି ଏହି ଜିନିଷ ଗୁଡିକ ଫ୍ରିଜରେ ରଖିବା ମନା..
ଭୁବନେଶ୍ବର: ଖାଦ୍ୟ ସାମଗ୍ରୀକୁ ସତେଜ ଏବଂ ସୁରକ୍ଷିତ ରଖିବା ପାଇଁ ଫ୍ରିଜର ବ୍ୟବହୃତ ହୁଏ । ଭାରତୀୟ ଘରେ ପ୍ରାୟ ସବୁ ଖାଦ୍ୟ ସାମଗ୍ରୀ ଫ୍ରିଜରେ ରଖାଯାଏ । କିନ୍ତୁ ଆପଣ ଜାଣନ୍ତି କି ପ୍ରତ୍ୟେକ ଖାଦ୍ୟ ପଦାର୍ଥକୁ ଫ୍ରିଜରେ ରଖିବା ଠିକ୍ ନୁହେଁ? କିଛି ଜିନିଷ ଅଛି ଯାହା ଫ୍ରିଜରେ ରଖାଗଲେ…