Latest Odisha News

BREAKING NEWS

ଭବିଷ୍ୟତ ଟିମ ଇଣ୍ଡିଆ ପାଇଁ ବୋଲର ସମସ୍ୟା

ନୂଆଦିଲ୍ଲୀ: ଭବିଷ୍ୟତ ଟିମ ଇଣ୍ଡିଆ ପ୍ରସ୍ତୁତି ପାଇଁ ବିସିସିଆଇ ଉଦ୍ୟମ ଆରମ୍ଭ କରିଦେଇଛି । ରୋହିତ ଶର୍ମା, ବିରାଟ କୋହଲିଙ୍କ ଯୁଗ ପରେ ଦଳ ନିକଟରେ ଟେଷ୍ଟ କ୍ରିକେଟ ଖେଳିବା ପାଇଁ ଯୁବ ବ୍ୟାଟ୍ସମ୍ୟାନଙ୍କ ଅଭାବ ନାହିଁ । ଏବେ ବୋଲରଙ୍କ ସମସ୍ୟା ଉଭା ହୋଇଛି । ଯଶପ୍ରୀତ ବୁମରାହ, ମହମ୍ମଦ ସାମୀ…

‘ଏଚଏମପିଭି ନେଇ ଭୟ କରନ୍ତୁନି, ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି’

ଭୁବନେଶ୍ୱର: ଭାରତର ତିନୋଟି ସହରରେ ଚୀନ୍ ର ଏଚଏମପିଭି ଭାଇରସ୍ ର ଚାରୋଟି ମାମଲା ଚିହ୍ନଟ ହେବାପରେ, ଏହା ଉପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ସେ କହିଛନ୍ତି ଯେ, ଏଚଏମପିଭି ଭାଇରସ୍ ଏପର୍ଯ୍ୟନ୍ତ ଓଡ଼ିଶାରେ ଚିହ୍ନଟ ହୋଇନି । ଭୟ…

ପ୍ରବାସୀ ଭାରତୀୟ ଦିବସ ପାଇଁ ଟ୍ରାଫିକ ପରାମର୍ଶ, ଜାଣନ୍ତୁ…

ଭୁବନେଶ୍ୱର: ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି ୧୮ ତମ ପ୍ରବାସୀ ଭାରତୀୟ ଦିବସ। ଏହାକୁ ନଜରରେ ରଖି ସୋମବାର ଦିନ ତିନି ଦିନ ପାଇଁ କମିଶନରେଟ୍ ପୋଲିସ ଗମନାଗମନ ନେଇ ପରାମର୍ଶ ଜାରି କରିଛି। ପୋଲିସ କମିଶନର ସୁରେଶ ଦେବ ଦତ୍ତ ସିଂ କହିଛନ୍ତି ଯେ…

ଟିମ ଇଣ୍ଡିଆର ଚିନ୍ତା ବଢ଼ାଇଲା ବୁମରାହଙ୍କ ଆଘାତ ସମସ୍ୟା

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟରେ ଯଶପ୍ରୀତ ବୁମରାହ ଆଘାତ ସମସ୍ୟାରେ ପଡିଛନ୍ତି । ଭାରତ ଏହି ସିରିଜ ୧-୩ରେ ପରାଜିତ ହୋଇଛି । ୱାର୍କଲୋଡ ଯୋଗୁ ବୁମରାହ ଆଘାତପ୍ରାପ୍ତ ହୋଇଥିବା ଜଣାପଡିଛି । ବିିସିସିଆଇ ମେଡିକାଲ ଟିମ…

କୋଲକାତାରେ ୫ ମାସର ଶିଶୁ ଏଚଏମପିଭି ଆକ୍ରାନ୍ତ

କୋଲକତା: ଚୀନ୍ ରେ ବ୍ୟାପୁଥିବା ଏଚଏମପିଭି ଭାଇରସ ଏବେ ଭାରତରେ ଚିହ୍ନଟ ହୋଇଛି । ବର୍ତ୍ତମାନ ଚାରୋଟି ମାମଲା ଦେଶରେ ସାମ୍ନାକୁ ଆସିଛି । ପୂର୍ବରୁ କର୍ଣ୍ଣାଟକର ଦୁଇ ପିଲାଙ୍କ ମଧ୍ୟରେ ଏଚଏମପିଭି ଭାଇରସ ଚିହ୍ନଟ ହୋଇଥିବାବେଳେ ଗୁଜୁରାଟର ଅହମ୍ମଦାବାଦରେ ମଧ୍ୟ ଦୁଇ ମାସର ଶିଶୁ ମଧ୍ୟ ସଂକ୍ରମିତ…

ପୁଣି ଅଡୁଆରେ ନୟନତାରା, ୫ କୋଟିର ନୋଟିସ୍ ପଠାଇଲା ‘ଚନ୍ଦ୍ରମୁଖୀ’

ଚେନ୍ନାଇ: ନେଟଫ୍ଲିକ୍ସରେ ଲେଡି ସୁପରଷ୍ଟାର ନୟନତାରାଙ୍କ ଡକ୍ୟୁମେଣ୍ଟାରୀ 'ନୟନତାରା: ବିଅଣ୍ଡ୍ ଦ ଫେରିଟେଲ୍' ଷ୍ଟ୍ରିମ୍ ହେଉଛି। ଯାହାକୁ ନେଇ ସେ ଅନ୍ୟ ଏକ ଆଇନଗତ ବିବାଦରେ ଛନ୍ଦି ହୋଇଛନ୍ତି। 'ଚନ୍ଦ୍ରମୁଖୀ'ର ନିର୍ମାତାମାନେ ମଧ୍ୟ ସେମାନଙ୍କୁ ଏକ ଆଇନଗତ ନୋଟିସ୍ ପଠାଇଛନ୍ତି। କାରଣ…

ବଜାରକୁ ଆସିଲା ରେଡମିର ୫ଜି ସ୍ମାର୍ଟଫୋନ; ୯,୯୯୯ ଦାମ୍ ରେ 50MP ଡୁଆଲ କ୍ୟାମେରା

ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହେଲା ରେଡମିର ନୂଆ ସ୍ମାର୍ଟଫୋନ Redmi 14C 5G ସ୍ମାର୍ଟଫୋନ । ଆଜି କମ୍ପାନୀ ଏହି ଦମଦାର ଓ ବଜେଟ୍‌ ଫ୍ରେଣ୍ଡଲି ସ୍ମାର୍ଟଫୋନକୁ ଦେଶରେ ଲଞ୍ଚ କରିଛି । ୨୦୨୫ ଆରମ୍ଭରେ ଏହି ଶସ୍ତା 5G ଫୋନରେ ଅନେକ ଦମଦାର୍ ଫିଚର ଅଛି । ଏଥିରେ 120Hz ରିଫ୍ରେସ୍‌ ରେଟ୍‌ ସହିତ…

ଭାରତୀୟ ଟେଷ୍ଟ ଟିମର ଅଧିନାୟକ ହେବ କିଏ

ନୂଆଦିଲ୍ଲୀ: ୧୦ ବର୍ଷ ପରେ ଭାରତ ବର୍ଡର-ଗାଭାସ୍କର ଟ୍ରଫି ସିରିଜରେ ପରାଜିତ ହୋଇଛି । ରୋହିତ ଶର୍ମା ଉଭୟ ଅଧିନାୟକ ଦାୟିତ୍ୱ ତୁଲାଇବା ଏବଂ ବ୍ୟାଟିଂରେ ସମ୍ପୂର୍ଣ୍ଣ ଭାବେ ନିରାଶ କରିଛନ୍ତି । ରିପୋର୍ଟ ମୁତାବକ ରୋହିତ ଟେଷ୍ଟ ଟିମ ଅଧିନାୟକ ପଦ ହରାଇବା ଏକପ୍ରକାର ନିଶ୍ଚିତ । ତାଙ୍କ ସ୍ଥାନରେ…

ରାୟଗଡ ରେଳ ମଣ୍ଡଳର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ରାୟଗଡା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାୟଗଡ଼ା ରେଳ ମଣ୍ଡଳ ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକାଧିକ ପ୍ରମୁଖ ରେଳ ପ୍ରକଳ୍ପର ଶୁଭାରମ୍ଭ କରିଥିବାବେଳେ କେତେକର ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ଜମ୍ମୁରେ ଥାଇ ଭିଡିଓ କନଫରେନସିଂ ମାଧ୍ୟମରେ ଅଂଶଗ୍ରହଣ କରିଛନ୍ତି । ଏହି…

କ୍ରିକେଟ୍ ଜଗତରେ ଏଣ୍ଟ୍ରି କଲେ ଅଭିଷେକ ବଚ୍ଚନ

ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ୟୁରୋପୀୟ ଟି-20 ପ୍ରିମିୟର ଲିଗ୍ (ଇଟିପିଏଲ୍)ରେ ଟଙ୍କା ନିବେଶ କରିଛନ୍ତି। ସେ ଚଳିତ ବର୍ଷ ଆରମ୍ଭ ହେବାକୁ ଥିବା ଏହି ଲିଗର ସହ-ମାଲିକ ହେବାକୁ ଯାଉଛନ୍ତି। ଇଟିପିଏଲ୍ ହେଉଛି ଏଭଳି ଏକ ଟୁର୍ନାମେଣ୍ଟ ଯାହା ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ…