Latest Odisha News

BREAKING NEWS

ଚାମ୍ପିଅନ୍ସ ଟ୍ରଫି ପରେ କଣ ହେବ ରୋହିତ ଶର୍ମାଙ୍କ ଭବିଷ୍ଯତ? 

ନୂଆଦିଲ୍ଲୀ: ଭାରତୀୟ ଦଳର ଅଧିନାୟକ ତଥା ହିଟ୍ ମ୍ୟାନ ରୋହିତ ଶର୍ମା ଦୀର୍ଘ ସମୟ ଧରି ଖରାପ ଫର୍ମରେ ରହିଛନ୍ତି। ନ୍ୟୁଜିଲାଣ୍ଡ ସିରିଜ୍ ପରେ ଅଷ୍ଟ୍ରେଲିଆ ଗସ୍ତରେ ମଧ୍ୟ ସେ ବିଫଳ ହୋଇଥିଲେ। ସେ ଅଷ୍ଟ୍ରେଲିଆରେ ତିନୋଟି ଟେଷ୍ଟରେ ମାତ୍ର ୩୧ ରନ କରିପାରିଥିଲେ। ତେବେ ଖରାପ ପ୍ରଦର୍ଶନ ଯୋଗୁଁ…

ଚାମ୍ପିୟନ୍ସ ଟ୍ରଫି: ପାକିସ୍ତାନ ଯାତ୍ରା କରିବେନି ନୀତିନ ମେନନ

ନୂଆଦିଲ୍ଲୀ: ଆଇସିସି ଏଲିଟ ପ୍ୟାନେଲରେ ସାମିଲ ଭାରତୀୟ ଅମ୍ପାୟର ନୀତିନ ମେନନ ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଯାତ୍ରା କରିବେ ନାହିଁ । ଫେବୃୟାରୀ ୧୯ରୁ ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହେବ । ମେନନ ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ଟୁର୍ଣ୍ଣାମେଂଟରୁ ଓହରି ଯାଇଛନ୍ତି । ପାକିସ୍ତାନର କରାଚୀ,…

ବାଙ୍କିରେ ବ୍ୟାପିଛି ଡାଇରିଆ; ମହାନଦୀ ପାଣି ଯୋଗୁଁ ଡାଇରିଆ ବ୍ୟାପୁଥିବା ଗ୍ରାମବାସୀଙ୍କ ଅଭିଯୋଗ

କଟକ: ବାଙ୍କୀ ଡମପଡ଼ା ବ୍ଲକ୍ ଅନ୍ତର୍ଗତ ହରିରାଜପୁର ଗ୍ରାମ ପଞ୍ଚାୟତରେ ଝାଡ଼ାବାନ୍ତି ବ୍ୟାପିଛି । ୪୨ ଜଣ ଆକ୍ରାନ୍ତ ନିକଟସ୍ଥ ବାଙ୍କୀ ଉପଖଣ୍ଡ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେବା ପରେ ଘରକୁ ଫେରିଛନ୍ତି। ଏବେ ବି ଦୁଇ ଜଣ ଚିକିତ୍ସିତ ହେଉଛନ୍ତି । ଏପଟେ ଗ୍ରାମ୍ୟ ଜଳ ଯୋଗାଣ…

ଆରମ୍ଭ ହେଲା ‘ଓଡ଼ିଶା ଯାତ୍ରୀ’ ଆପ୍, ନିରାପଦ ଓ ସୁଲଭ ମୂଲ୍ୟରେ ଯାତ୍ରା କରିବେ ଯାତ୍ରୀ

ଭୁବନେଶ୍ୱର: ସମସ୍ତେ ଚାହାନ୍ତି ଯାତ୍ରା ସୁରକ୍ଷିତ ହେଉ, ଯାତାୟତ ଭଡା ବି ସୁଲଭ ମୂଲ୍ୟରେ ହେଉ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆରମ୍ଭ ହେଲା 'ଓଡିଶା ଯାତ୍ରୀ' ଆପ୍। ଯେଉଁଠାରେ ପ୍ରତ୍ୟେକ ଯାତ୍ରା ସୁରକ୍ଷିତ, ପ୍ରତ୍ୟେକ ଭଡ଼ା ନ୍ୟାୟପୂର୍ଣ୍ଣ ଏବଂ ପ୍ରତ୍ୟେକ ଡ୍ରାଇଭର ସଶକ୍ତ। ଯାତ୍ରୀଙ୍କ…

କ୍ୟାରିୟରର ଶ୍ରେଷ୍ଠ ର‌୍ୟାଙ୍କିଙ୍ଗ ହାସଲ କଲେ ଅଭିଷେକ

ନୂଆଦିଲ୍ଲୀ: ଆଇସିସି ପକ୍ଷରୁ ଟି୨୦ ର‌୍ୟାଙ୍କିଙ୍ଗ ଜାରୀ କରାଯାଇଛି । ଏଥିରେ ଭାରତର ଯୁବ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା କ୍ୟାରିୟରର ଶ୍ରେଷ୍ଠ ର‌୍ୟାଙ୍କିଙ୍ଗ ହାସଲ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଶତକ ପରେ ସେ ୩୮ ସ୍ଥାନ ଉନ୍ନୀତ ହୋଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତିଳକ ବର୍ମା…

୭ରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତ ଓ ଇଂଲଣ୍ଡ କ୍ରିକେଟ ଟିମ୍

ଭୁବନେଶ୍ୱର: ବାରବାଟୀ ଦିନିକିଆ ମ୍ୟାଚ ପାଇଁ ଦର୍ଶକଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳିଛି। ଅନଲାଇନ ପରେ ଅଫଲାଇନରେ ମଧ୍ଯ ଟିକେଟ୍ ବିକ୍ରୀ ହୋଇଛି। ସୂଚନା ଅନୁଯାୟୀ, ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ ଆସନ୍ତା ୯ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ୭ରେ ଭୁବନେଶ୍ୱରରେ ପହଞ୍ଚିବେ…

ଆଇପିପିବି ଆକାଉଣ୍ଟ ସହିତ ଏପରି ଆପଣଙ୍କର ମୋବାଇଲ୍ ନମ୍ବରକୁ ଲିଙ୍କ୍ କରନ୍ତୁ..

ଭୁବନେଶ୍ବର:ନିଜ ମୋବାଇଲ୍ ନମ୍ବରକୁ ନିଜର ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ଆକାଉଣ୍ଟ ସହିତ ଲିଙ୍କ୍ କରିବା ଆବଶ୍ୟକ । ଯଦି ଆପଣ ଏପର୍ଯ୍ୟନ୍ତ ଏହାକୁ ଅପଡେଟ୍ କରିନାହାଁନ୍ତି, ତୁରନ୍ତ ଏହାକୁ କରନ୍ତୁ । ଫଳରେ ଆପଣଙ୍କୁ ଆପଣଙ୍କର ଆକାଉଣ୍ଟ ଖାତା ସହିତ ଜଡିତ ଅପଡେଟ୍ ମିଳିପାରିବ ।…

ୟୁସିସି ଲାଗୁ ହେବା ପରେ ପଞ୍ଜୀକୃତ ହେଲେ ପ୍ରଥମ ଲିଭ-ଇନ୍ ଦମ୍ପତି

ଡେରାଡୁନ: ଜାନୁଆରୀ ୨୭ ତାରିଖରେ ଉତ୍ତରାଖଣ୍ଡ ୟୁନିଫର୍ମ ସିଭିଲ୍ କୋଡ୍ (UCC) ଲାଗୁ କରିବାର ନଅ ଦିନ ପରେ, ପ୍ରଥମ ଲିଭ-ଇନ୍ ଦମ୍ପତି ନୂତନ ଆଇନ ଅନୁଯାୟୀ ସଫଳତାର ସହ ପଞ୍ଜୀକରଣ କରିଛନ୍ତି। ଯେତେବେଳେ କି ସରକାରୀ ୱେବସାଇଟ୍ ଅନୁଯାୟୀ ଅନ୍ୟ ଦୁଇଟି ଆବେଦନ ବର୍ତ୍ତମାନ ସମୀକ୍ଷାାଧୀନ ରହିଛି।…

ଡ଼କାୟତି ଯୋଜନା ପଣ୍ଡ: ୫ ଗିରଫ, ବିଭିନ୍ନ ମାରଣାସ୍ତ୍ର ଜବତ

ଯାଜପୁର: ଡ଼କାୟତି ଯୋଜନା ପଣ୍ଡ କରିବା ସହ ୫ଜଣ ଡ଼କାୟତ ଗିରଫ। ଯାଜପୁର ଏସପିଙ୍କ ନିର୍ଦ୍ଦେଶକ୍ରମେ ବାଲିଚନ୍ଦ୍ରପୁର ଓ ବଡ଼ଚଣା ପୋଲିସ ମିଳିତ ଭାବେ ଏହି ଡ଼କାୟତି ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହୋଇଛି। ଏଥିସହ ସେମାନଙ୍କ ନିକଟରୁ ଏକ ବୋଲେରୋ, ୨ଟି ପିକ ଅପ ଭ୍ୟାନ, ଗୋଟିଏ ଟାଟା ଏସିଇ ଗାଡି…

୪୯ ବର୍ଷରେ ପାଦ ଦେଲେ ଅଭିଷେକ ବଚ୍ଚନ, ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ବିଗ୍ ବି

ମୁମ୍ବାଇ: ବଲିଉଡ ଅଭିନେତା ତଥା ବିଗ୍ ବିଙ୍କ ପୁଅ ଅଭିଷେକ ବଚ୍ଚନ ଆଜି ତାଙ୍କର ୪୯ତମ ଜନ୍ମଦିନ ପାଳନ କରୁଛନ୍ତି । ଅଭିଷେକଙ୍କ ଜନ୍ମଦିନରେ, ମେଗାଷ୍ଟାର ଅମିତାଭ ବଚ୍ଚନ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି । ବିଗ୍ ବି ଜୁନିଅର ବଚ୍ଚନଙ୍କ ଏକ ବିରଳ ଫଟୋ ସେୟାର କରି ତାଙ୍କୁ ଜନ୍ମଦିନର…