Latest Odisha News

BREAKING NEWS

ଓଡ଼ିଶାର ୧୯ ଜଣଙ୍କୁ ମିଳିବ ପୋଲିସ ପଦକ

ଭୁବନେଶ୍ୱର: ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୧୯ ପୋଲିସ ପାଇବେ ପଦକ। ସୁପରିଣ୍ଟେଣ୍ଡେଣ୍ଟ ପୋଲିସ ସରୋଜ ସାମଲ ପାଇବେ ରାଷ୍ଟ୍ରପତି ପୁରସ୍କାର। କନଷ୍ଟେବଳ ସତ୍ୟବାଦୀ ମଲ୍ଲିକ ପାଇବେ ରାଷ୍ଟ୍ରପତି ପୁରସ୍କାର। ୬ ପୋଲିସ କର୍ମଚାରୀ ପାଇବେ ସାହସିକତା ପୁରସ୍କାର। ସେହିପରି ସେବାରେ ପ୍ରଂଶସନୀୟ…

ଯାତ୍ରାରେ ଅଶ୍ଳୀଳ ନୃତ୍ୟ ହେଲେ ବାଜିବ ଠେଙ୍ଗା ପାହର 

ଭୁବନେଶ୍ୱର: ମାନୁ ନାହାନ୍ତି ଅମାନିଆ। ସରକାରଙ୍କ ଚେତାବନୀ ପରେ ବି ଯାତ୍ରା ସମୟରେ ଆଇଟମ ଡାନ୍ସ ପରିବେଷଣ କରାଯାଉଛି। ତେଣୁ ଏଣିକି ଆଇଟମ୍ ଡାନ୍ସ ହେଲେ ବାଜିବ ଠେଙ୍ଗା ପାହାର ।ଏଥିପାଇଁ ଆଗରୁ ୧୦୦ ଠେଙ୍ଗା କିଣା ହୋଇ ଥୁଆ ହୋଇଛି । କିଛି ଏପରି ଏବେ ଚେତାବନୀ ଦେଇଛନ୍ତି ଏକାମ୍ର ବିଧାୟକ…

ନିତି ଆୟୋଗ ସୂଚୀ: ଆର୍ଥିକ ସ୍ବାସ୍ଥ୍ୟରେ ପୁଣି ଦେଶରେ ନମ୍ବର ୱାନ୍ ହେଲା ଓଡ଼ିଶା

ଭୁବନେଶ୍ୱର: ଆର୍ଥିକ ସ୍ବାସ୍ଥ୍ୟରେ ପୁଣି ଦେଶରେ ନମ୍ବର ୱାନ ହେଲା ଓଡ଼ିଶା। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆର୍ଥିକ ସୂଚକାଙ୍କରେ ଓଡ଼ିଶା ଏକ ନମ୍ବର ସ୍ଥାନ ପାଇଛି। ଲଗାତାର ଭାବେ ଅନେକ ବର୍ଷ ଧରି ଏଭଳି ଉପଲବ୍ଧି ହାସଲ କରୁଛି ଓଡିଶା। ତେଣୁ ଓଡ଼ିଶାକୁ ନିତି ଆୟୋଗ ପ୍ରଶଂସା କରିଛି। ଆୟୋଗ…

ଓଡ଼ିଶାରେ ପ୍ରଥମ ଥର ପାଇଁ ୧୦ଟି ଦ୍ବୀପରେ ହେବ ଗଣତନ୍ତ୍ର ଦିବସ

ଭୁବନେଶ୍ଵର: ଓଡ଼ିଶାରେ ପ୍ରଥମ ଥର ପାଇଁ ୧୦ଟି ଦ୍ବୀପରେ ହେବ ଗଣତନ୍ତ୍ର ଦିବସ । ଏନେଇ ସୂଚନା ଦେଇଛନ୍ତି ଆଇନଶୃଙ୍ଖଳା ଏଡିଜି ସଂଜୟ କୁମାର । ଦ୍ୱୀପରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ସିନିୟର୍ ଅଫିସର ସବୁ ଦ୍ୱୀପକୁ ଯାଇ ସର୍ଭେ ସହ ଫଟୋଗ୍ରାଫି କରିବେ ବୋଲି…

ଚିନ୍ତା ବଢାଇଲାଣି କଣାସ ହଇଜା, ପୁଣି ୧୦ ଆକ୍ରାନ୍ତ

ପୁରୀ: ସମସ୍ୟା ଭିତରକୁ ଟାଣି ନେଉଛି ଗଙ୍ଗୁଆ ପାଣି । ଦୟା ନଦୀର ପ୍ରଦୂଷିତ ଜଳ ବ୍ୟବହାର କରି କଣାସ ବ୍ଲକର ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ମଧ୍ୟ ଲାଗିଛି । ଏଯାବତ୍ ଝାଡାବାନ୍ତିରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ପୁଣି…

କଲବଲ କରୁଛି ଘନ କୁହୁଡି, ଏବେଠୁ ଉପରମୁହାଁ ହେଲାଣି ପାରଦ

ଭୁବନେଶ୍ଵର: ସକାଳୁ ସକାଳୁ ଟ୍ଵିନସିଟିରେ ଘନ କୁହୁଡ଼ି । ଭୁବନେଶ୍ବର, ପୁରୀ, କଟକର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । କୁହୁଡି ଯୋଗୁଁ ଦେଖାଯାଉନି ରାସ୍ତାଘାଟ । ଫଳରେ ଯାତାୟାତ ବାଧାପ୍ରାପ୍ତ ହେଉଛି । ଦୃଶ୍ୟମାନ ଦୂରତା ମାତ୍ର ୩୦ ମିଟର। ଗତକାଲି ଭୁବନେଶ୍ୱରରେ ରାତି…

ଘରେ ହାତୀ ମୂର୍ତ୍ତି ରଖିଲେ ମିଳେ ଶୁଭଫଳ

ଭୁବନେଶ୍ବର: ବାସ୍ତୁଶାସ୍ତ୍ର ଅନୁସାରେ ଘରେ ହାତୀଙ୍କ ମୂର୍ତ୍ତି କିମ୍ବା ଫଟୋ ରଖିଲେ ଶୁଭ । ତେବେ ଆସନ୍ତୁ ଜାଣିବା କେଉଁ ସ୍ଥାନରେ ରଖିବେ ହାତୀ ମୂର୍ତ୍ତି .. - ଆଲମାରୀର କବାଟରେ ଶୁଣ୍ଢ ଉପରକୁ ଉଠାଇଥିବା ଦୁଇଟି ହାତୀଙ୍କ ମଝିରେ ମା’ ଲକ୍ଷ୍ମୀ ବସିଥିବାର ଫଟୋ ଲଗାନ୍ତୁ । ଅବା ଆଲମାରୀରେ…

ରିଲିଜ ପୂର୍ବରୁ ବିବାଦ ମଧ୍ୟରେ ବିକିଙ୍କ “ଛାବା”

ମୁମ୍ବାଇ: ଖୁବଶୀଘ୍ର ପରଦାକୁ ଆସୁଛି ବିକି କୌଶଲ ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ 'ଛାବା' । ଫିଲ୍ମ "ଛାବା" ୧୪ ଫେବୃଆରୀରେ ରିଲିଜ ହେବାକୁ ଯାଉଛି । ଫିଲ୍ମଟି ଶମ୍ଭାଜୀ ରାଓ ରାଜେଙ୍କ ଜୀବନୀ ଉପରେ ଆଧାରିତ ଥିବା ବେଳେ ଫିଲ୍ମରେ ଭିକି କୌଶଲ ଶମ୍ଭାଜୀ ରାଓ ରାଜେଙ୍କ ଚରିତ୍ରରେ ଓ…

ବାସ୍ତୁ ଅନୁସାରେ ଡ୍ରିମ କ୍ୟାଚର କେଉଁଠି ଲଗାଇଲେ ଭଲ?

ଭୁବନେଶ୍ବର:ଡ୍ରିମ କ୍ୟାଚର୍‌ ଦେଖିବାକୁ ଏକ ସୁନ୍ଦର ଓ୍ବାଲ୍‌ ହ୍ୟାଙ୍ଗି ଅଟେ । ଉପରଭାଗ ଗୋଲାକାର ହୋଇଥାଏ ଓ ଏହି ଗୋଲାକାର ଭିତରେ ସୂତାର ଓ୍ବେବ ବା ଜାଲ ପରି ଡିଜାଇନ ଥାଏ । ସେହି ଗୋଲାକର ରିଙ୍ଗରୁ ଲମ୍ବା ସୂତା ତଳକୁ ଝୁଲିଥାଏ ଓ ସେଥିରେ ପକ୍ଷୀର ପର ଲାଗିଥାଏ । ଏହା ଦେଖିବାକୁ ଭାରି…

ଭାଙ୍ଗୁଛି ମାଓଗଡ; ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୯ ମାଓବାଦୀ

ନାରାୟଣପୁର: ସରକାରଙ୍କ ମାଓ ଦମନ ଅଭିଯାନ ଆରମ୍ଭ ହେବାପରେ ସଂଗଠନରେ ଅଧିକାଂଶ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଯାହାଫଳରେ ନିଜ ଜୀବନ ବଞ୍ଚାଇବାକୁ ଯାଇ ମୁଖ୍ୟସ୍ରୋତରେ ସାମିଲ ହେବାରେ ଲାଗିଛନ୍ତି ଅଧିକାଂଶ ମାଓବାଦୀ । ଏନେଇ ଆଜି ପୁଣି ୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସୂଚନା…