ମହାକୁମ୍ଭ ମେଳାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଅନେକ ଟେଣ୍ଟ
ପ୍ରୟାଗରାଜ: ମହାକୁମ୍ଭ ମେଳାରେ ରବିବାର ଦିନ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି।
ସୂଚନା ଅନୁଯାୟୀ, ତୁଳସୀ ମାର୍ଗ ସେକ୍ଟର ୧୯ର ରେଲୱେ ଟ୍ରାକ ତଳେ ଥିବା ଗୀତା ପ୍ରେସ୍ ଗୋରଖପୁରର ଶିବିରରେ ଅଗ୍ନିକାଣ୍ଡ ଘଟିଛି। ଯାହାକି କିଛି ସମୟ ମଧ୍ୟରେ ଭୟଙ୍କର ରୂପ ନେଇଥିଲା। ଅଗ୍ନିକାଣ୍ଡ ସଂସ୍ପର୍ଶରେ…